ରେକର୍ଡ ୪.୨୭ ଲକ୍ଷ ଟଙ୍କାରୁ ଖସି କିଲୋଗ୍ରାମ ପ୍ରତି ୨ ଲକ୍ଷ ଟଙ୍କା ତଳକୁ ଆସିଛି ରୂପା ଦର। ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୫୫% ରୁ ଅଧିକ ହ୍ରାସ ପାଇଥିବା ବେଳେ ମୁନାଫା ଅସୁଲି, ଆମେରିକାରେ ଉଚ୍ଚ ସୁଧହାର ଚିନ୍ତା, ମଜବୁତ ଡଲାର ଏବଂ ଶିଳ୍ପାଞ୍ଚଳ ଚାହିଦା କମିବା ଏହାର ପ୍ରମୁଖ କାରଣ। ତେବେ ଦୀର୍ଘମିଆଦୀ ନିବେଶକ ଓ ପର୍ବପର୍ବାଣି ପାଇଁ ଗ୍ରାହକମାନେ କିସ୍ତିରେ କିଣାକିଣି କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
Read More >