ମା ତାରିଣୀଙ୍କ ଚଇତି ପର୍ବରେ କୋଭିଡ କଟକଣା ଦର୍ଶନ ପାଇଁ ଭକ୍ତଙ୍କୁ ନାଇଁ ଅନୁମତି
Khabar Odisha:devotees-are-not-allowed-to-the-temple-of-maa-tarini-in-the-occasion-of-chaiti-parba

କେନ୍ଦୁଝର,ଏପ୍ରିଲ୪(ଖବର ଓଡିଶା); ମା ତାରିଣୀଙ୍କ ଚଇତି ପର୍ବରେ କୋଭୀଡ କଟକଣା । ୧୩ ଓ ୧୪ ରେ କରୋନା କଟକଣା ହେତୁ ମା ତାରିଣିଙ୍କ ପିଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ । ତେବେ ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ।

ପୂଜା ଦିନ ମନ୍ଦିର ପରିସରରେ ସମସ୍ତ ଦୋକାନ ବନ୍ଦ ରହିବ । ମା ତାରିଣିଙ୍କ ସମସ୍ତ ପୁଜାର୍ଚ୍ଚନା ସୋସିଆଲ ମିଡିଆରେ ପ୍ରସାରଣ ହେବ । ମନ୍ଦିରର ସମସ୍ତ ପୁଜକ, କର୍ମଚାରି କୋଭିଡ ନିୟମ ମାନିବା ବାଧ୍ୟତା ମୁଳକ ହୋଇଛି ।

  • Tags:

Subscribe

National International State Sports Entertainment