ରଥଯାତ୍ରା ପାଇଁ କାଠ ଚିରଟ ଅନୁକୂଳ
Khabar Odisha:State-Odisha-Puri-Car-festival-wood-Started
ପୁରୀ, ଏପ୍ରିଲ ୧୩(ଖବର ଓଡ଼ିଶା):

ପୁରୀ ରଥଯାତ୍ରା ପାଇଁ କରତ କଳରେ କାଠ ଚିରଟ ଅନୁକୂଳ କରାଯାଇଛି ।

ଆଷାଢ ମାସ ଶୁକ୍ଲପକ୍ଷ ଦ୍ୱିତୀୟାରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭ ହୋଇଥାଏ । ତେଣୁ ପୁରୀ ରଥଯାତ୍ରା ପାଇଁ ଆଜି କଟକ ଖପୁରିଆସ୍ଥିତ କରତ କଳରେ କାଠ ଚିରଟ ଅନୁକୂଳ ହୋଇଛି । ଶ୍ରୀମନ୍ଦିରରୁ ଆସିବା ପରେ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ରଥକାଠ ଚିରଟ ଅନୁକୂଳ କରାଯାଇଛି ।

  • Tags:

Subscribe

National International State Sports Entertainment