ଗୋଟିଏ ବିଲେଇ ମନ୍ଦିରରେ ତିନି ଧରି ଶନି ଦେବଙ୍କ ପରିକ୍ରମା କରୁଛି । ଏମିତିକି କେହି ଭକ୍ତ ମଧ୍ୟ ଆସିଲେ ସେ ଡରୁ ନାହିଁ କିମ୍ବା ପଳାଇ ଯାଉ ନାହିଁ । ବରଂ ସେ ନିଜର ପରିକ୍ରମା ଜାରି ରଖୁଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । Read More >
ସାଧାରଣତଃ କହିବାକୁ ଗଲେ ଯଦି କେହି ଅପରାଧ କରେ , ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥାଏ । Read More >
ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ଅଛି | ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ | Read More >
କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ। ଏମିତି କି ଘର ଭିତରେ ଗଦାଗଦା ଅଳିଆ ଓ ଆବର୍ଜନା ରହିଥିଲେ ମଧ୍ୟ ଏହାକୁ ୩ ବର୍ଷ ହେଲା ମହିଳା ଜଣଙ୍କ ବାହାରେ ମଧ୍ୟ ଫିଙ୍ଗି ନଥିଲେ। Read More >
ଆମେରିକା ଓ ମେକ୍ସିକୋ ସୀମାନ୍ତବର୍ତ୍ତୀ ଟେକ୍ସସରେ ରହିଛି ଏକ ନିଆରା ସ୍କୁଲ । ଏହି ସ୍କୁଲରେ ଅବିବାହିତା ମା ଓ ସେମାନଙ୍କ ନବଜାତକ ସନ୍ତାନ ମାନଙ୍କୁ ଏକାଠି ରଖି କରାଯାଇଥାଏ ଲାଳନ ପାଳନ । ଏଭଳି ସେବା ଯୋଗାଇଦେଉଥିବା ଏହି ସ୍କୁଲର ନାଁ ହେଉଛି ଲିଙ୍କନ ପାର୍କ ହାଇସ୍କୁଲ । Read More >
ଯୋଧପୁରରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକକୁ ପଛ ପଟୁ ଦେଲା ଧକ୍କା ଟ୍ରାଭେଲର, ୧୫ ମୃତ
ବିଶ୍ୱ ଚାମ୍ପିଅନ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା, ଉପବିଜେତା ଦ. ଆଫ୍ରିକାକୁ ମିଳିଲା ଏତିକି ପ୍ରାଇଜ ମନି
ଭବିଷ୍ୟତର ଚାମ୍ପିଅନକୁ ପ୍ରେରଣା ଦେବ ଏହି ବିଜୟ, ବିଶ୍ୱକପ୍ ବିଜୟୀ ମହିଳା ଟିମକୁ ପିଏମ ମୋଦୀଙ୍କ ଅଭିନନ୍ଦନ
ଇତିହାସ ସୃଷ୍ଟି କଲା ଇସ୍ରୋ , ସବୁଠୁ ଓଜନିଆ ଉପଗ୍ରହର କଲା ଉତ୍କ୍ଷେପଣ