କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ
Khabar Odisha:Bear-Horror-In-Kantabanji-Village-Odisha
କଣ୍ଟାବାଞ୍ଚି,ମେ ୧୨(ଖବର ଓଡିଶା): କଣ୍ଟାବାଞ୍ଜି ଅର୍ନ୍ତଗତ ବେରୁବାହାଲି ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି । ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭାଲୁଟି ଏବେ ଗାଁର ଏକ ଗଛ ଉପରେ ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଭାଲୁ ଆକ୍ରମଣରେ କାହାରି ମୃତାହତର ସୂଚନା ନାହିଁ ।
 
ସୂଚନାନୁସାରେ ବନବିଭାଗ ଭାଲୁକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବାର ବଲାଙ୍ଗୀର ଡିଏଫ୍‌ଓ ରଶ୍ମିରଂଜନ ନାୟକ ସୂଚନା ଦେଇଛନ୍ତି ।
  • Tags:

Subscribe

National International State Sports Entertainment