ପୁଣେରେ ଜଣେ ମହିଳା ପୋଲିସ କର୍ମଚାରୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ସମେତ ତିନିଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଜଣେ ୫୫ ବର୍ଷୀୟ ସ୍କୁଲ୍ ପ୍ରିନ୍ସିପାଲଙ୍କଠାରୁ ୭ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ହୋଇଛି ଯେ ସେମାନେ ଜଣେ ପ୍ରିନ୍ସିପାଲଙ୍କୁ ମିଥ୍ୟା POCSO ମାମଲାରେ ଫସାଇଦେବାର ଧମକ ଦେଇ ଟଙ୍କା ହଡ଼ପ କରିଥିଲେ। Read More >
ଭଦ୍ରକ/ବାଲେଶ୍ୱର: ଭଦ୍ରକ ଓ ବାଲେଶ୍ୱରରେ ନିଶା କାରବାର ମାମଲାରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ୨୦୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ସହିତ ୩ ଜଣ ଗିରଫ ହୋଇଛନ୍ତି । Read More >
ଭୁବନେଶ୍ୱର: ସରକାର ଦୁର୍ନୀତି ଓ ଲାଞ୍ଚ ବିରୁଦ୍ଧରେ ଯେତେ କଠୋର ହେଲେ ମଧ୍ୟ ବାବୁମାନେ ସୁଧୁରିବାର ନାଁ ଧରୁନାହାଁନ୍ତି । ଖୋଦ ଆୟକର ଅଧିକାରୀ ଲାଞ୍ଚ ମାଗି ଫସିଛନ୍ତି । ଏମିତିକି ଜଣେ ଚାଷୀଙ୍କ ଠାରୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । Read More >
ଗଞ୍ଜାମ: ପୁଣି ଥରେ ମାଇଁ ନାମରେ ଲାଗିଛି କଳଙ୍କ । ମାଇଁ ନିଜ ଭାଣିଜୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ନିକଟସ୍ଥ ଲକ୍ଷ୍ମଣପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାଇଁ ଭାଣିଜୀର ତଣ୍ଟିଚିପି ହତ୍ୟା କରିଛି । Read More >
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନ୍ ପ୍ଲାଟଫର୍ମରୁ ମା’ କୋଳରୁ ଶିଶୁ ପୁତ୍ର ଚୋରି ହେବା ଘଟଣା ଭିନ୍ନ ମୋଡ଼ ନେଇଛି । ଜିଆରପି ପୋଲିସ ଘଟଣାର ପର୍ଦ୍ଦାଫାସ୍ କରିଛି । ଶିଶୁକୁ କୌଣସି ବାହାର ଲୋକ ନୁହେଁ ବରଂ ନିଜ ଜନ୍ମିତ ବାପା ହିଁ ଅପହରଣ କରିଥିବା ଜଣାପଡ଼ିଛି । Read More >
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଡ଼ ଧରଣର ଦୁର୍ନୀତି । ୨ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ । ଦୁର୍ନୀତି ନିବାରଣ ବିଭାଗ ଟିମ୍ ୫ ଜଣଙ୍କୁ ଏକକାଳୀନ ଗିରଫ କରିଛି । ସେମାନଙ୍କ ମଧ୍ୟରେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରର ୪ ଜଣ କର୍ମଚାରୀ ଏବଂ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଅଛନ୍ତି । Read More >
criminal Raja Sahani will be sent to 7-day remand from tomorrow Read More >
ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ (ଏଟିଏସ୍)ର ଦେଓବନ୍ଦ ୟୁନିଟ୍ ମଙ୍ଗଳବାର ଦିନ ଶାମଲିର କୈରାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ପାଞ୍ଚ ଜଣ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚରଙ୍କୁ ଅଟକ ରଖିଛି। ସେମାନେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିବା ଅଭିଯୋଗ ହୋଇଛି। Read More >
ତାମିଲନାଡୁର ଏକ ଅଦାଲତ ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ୬ ବର୍ଷ ପୂର୍ବେ ୨୦୨୦ ଜୁନ୍ ମାସରେ କୋଭିଡ ଲକଡାଉନ୍ ନିୟମର କଥିତ ଉଲ୍ଲଙ୍ଘନକୁ ନେଇ ପୋଲିସ ଏକ ଦୋକାନରୁ ପିତା ଏବଂ ପୁଅଙ୍କୁ ଥାନାକୁ ଆଣି ବର୍ବର ଭାବେ ପିଟିଥିଲା। ବ୍ୟବସାୟୀ- ପି. ଜୟରାଜ ଏବଂ ତାଙ୍କ ପୁଅ ବେନିକ୍ସଙ୍କୁ ପୂରା ରାତି ଉଲଗ୍ନ କରି ମରାଯାଇଥିଲା ଏବଂ ପରେ ଜେଲରେ ପଠାଇ ଦିଆଯାଇଥିଲା। Read More >
ଗଜପତି: ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ଏବେ ସୁରକ୍ଷିତ ମାର୍ଗ ହେଉଛି ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା । ଗଞ୍ଜେଇ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସ ଏକ ବିଶାଳ ସଫଳତା ହାସଲ କରିଛି। ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ଚଢ଼ାଉ କରି ପୋଲିସ ପ୍ରାୟ ୨.୮ ଟନ୍ ଗଞ୍ଜେଇ ଜବତ କରିଛି । Read More >
ଭୁବନେଶ୍ୱର: ଆଜି ପୂର୍ବାଞ୍ଚଳର ତିନୋଟି ଜିଲ୍ଲାରେ ଗୋରୁ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଉଛି । ଡିଆଇଜି ପିନାକ ମିଶ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲା ଏସପିଙ୍କ ମିଳିତ ପ୍ରୟାସରେ ୩୨ଟି ସ୍ଥାନରେ ଚଢ଼ଉ କରାଯାଇଛି। Read More >
Youth killed in Jajpur shooting; Who fired the bullet, suspense is growing Read More >
ଯୁଦ୍ଧବିରତି ମଝିରେ ମିଶନ ଏନର୍ଜିରେ ଜୁଟିଲା ଭାରତ, ୟୁଏଇ ପହଞ୍ଚିଲେ ବିଦେଶ ମନ୍ତ୍ରୀ, ୟୁରୋପ ଗଲେ ବିକ୍ରମ ମିସ୍ରି
ରୋଗୀକୁ ବଞ୍ଚାଇ ଫେରୁଥିବା ଆମ୍ବୁଲାନ୍ସ, ଟ୍ରକ୍ରେ ପିଟି ହୋଇ ଚୁରମାର; ଚାଲିଗଲା ଆଟେଣ୍ଡାଣ୍ଟଙ୍କ ଜୀବନ
ଇସଲାମାବାଦ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ, ଶୀଘ୍ର ଇରାନ ସହ ହେବ ଶାନ୍ତି ଆଲୋଚନା
ସଂସଦ ଭବନ ପରିସରରେ ରାହୁଲଙ୍କୁ ଭେଟିଲେ ପିଏମ ମୋଦୀ; ଖୁବ ହେଲେ କଥା, ଦେଖନ୍ତୁ ଭିଡିଓ