ଓଡ଼ିଶାର ଜୀବନ ରେଖା ଭାବରେ ପରିଚିତ ମହାନଦୀ ଆଖିରେ ଏବେ ଲୁହ ଝରୁଛି । ଏଥିପାଇଁ ଓଡ଼ିଶାରେ ୨୫ ବର୍ଷ ଶାସନରେ ଥିବା ବିଜେଡି ସରକାରକୁ ଦାୟି କରିଛି ବିଜେପି । ଏନେଇ ସମ୍ବଲପୁର ମହାନଦୀର ନନ୍ଦପଡା ଘାଟରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀର ବର୍ତ୍ତମାନ ସ୍ଥିତିକୁ ନେଇ ଗଣମାଧ୍ୟମକୁ ସୁଚନା ଦିଆଯାଇଥିଲା।
Read More >