ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି Read More >
କଟକ: ରାଜ୍ୟସଭା ନିର୍ବାଚନ ମାମଲାରେ ବିଜୁ ଜନତା ଦଳ ହାଇକୋର୍ଟଙ୍କ ଦାରସ୍ଥ ହୋଇଛି । ଏହି ମାମଲାରେ ବାଚସ୍ପତିଙ୍କୁ ପକ୍ଷ ଭୁକ୍ତ କରିବାକୁ ବିଜେଡ଼ି ପୁନଃ ପିଟିସନ୍ ଦାଖଲ କରିଛି । ଦଳୀୟ ହ୍ୱିପ୍ ବିରୋଧରେ ଯାଇ ଭୋଟ୍ ଦେଇଥିବା ୮ ଜଣ ବିଧାୟକଙ୍କ ସଭ୍ୟ ରଦ୍ଦ କରିବାକୁ ବିଜେଡ଼ି ପୂର୍ବରୁ ପିଟିସନ୍ ଦାଖଲ କରାସାରିଛି । ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । Read More >
କଟକ: ଗଞ୍ଜେଇ କାରବାର ସମ୍ପର୍କିତ ଅଡ଼ିଓ ଭାଇରାଲ ମାମଲାରେ ପୁଣି ଥରେ ବୌଦ୍ଧ ଆଦର୍ଶ ଥାନାର ପୂର୍ବତନ ଆଇଆଇସିଙ୍କୁ ବଦଳି କରାଯାଇଛି । ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସଙ୍କୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟକୁ ତାଙ୍କୁ ବଦଳି କରାଯାଇଛି । Read More >
ମୟୂରଭଞ୍ଜ: ବାରିପଦା ସହରରୁ ଲାଞ୍ଚ ଟଙ୍କା ନେଇ ଫେରାର ହେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଅଡିଟ୍ ଅଫିସର । ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ । Read More >
ବରଗଡ଼: ବରଗଡ଼ ଜିଲ୍ଲା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । କାରରେ ଯାଉଥିବାବେଳେ ଆଗଲପୁର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳି ମାଡ଼ କରାଯାଇଛି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରି କେବାଟ କେନାଲ ରାସ୍ତାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଡୁଙ୍ଗୁରିପାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Read More >
ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ୧୮ଟି ରାଜ୍ୟରେ ଝଡ଼ବର୍ଷା ଏବଂ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆକାଶକୁ କଳା ମେଘ ଘୋଡ଼ାଇ ଦେବ Read More >
ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ସମୁଦ୍ରକୂଳରେ ପର୍ଯ୍ୟଟନ ସୁରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ବେଳାଭୂମିକୁ ଆସୁଥିବା ଲକ୍ଷାଧିକ ପର୍ଯ୍ୟଟକ, ବି Read More >
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ, ଦୁବାଇରେ ୟୁଏଇ ନେତୃତ୍ୱ, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧି ଏବଂ ବାଣିଜ୍ୟିକ ପ୍ର Read More >
ଭୁବନେଶ୍ୱର: ରାଜସ୍ୱ ବିଭାଗର ଜମିଜମା ସେବାକୁ ଅଧିକ ସ୍ୱଚ୍ଛ, ସରଳ ଓ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ‘ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ Read More >
ମାଲକାନଗିରି ଜିଲ୍ଲା ମାଥିଲି JMFC କୋର୍ଟର କିରାଣି ଅଚ୍ୟୁତ ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। Read More >
:ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି (ଶୁକ୍ରବାର, ୧୧ ସେପ୍ଟେମ୍ବର ) ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। Read More >
ବାଲେଶ୍ଵର ଜିଲ୍ଲା ଭୋଗରାଇରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି Read More >
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି
'ବୟସ୍କଙ୍କ ଜୀବନ ଏବଂ ସମ୍ପତ୍ତି ବିପଦରେ ଥିଲେ ଟ୍ରିବ୍ୟୁନାଲ୍ ପୁଅ-ବୋହୂଙ୍କୁ ଘରୁ ବାହାର କରି ପାରିବେ'
ରାଜ୍ୟସଭା ନିର୍ବାଚନ: ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କଲା ବିଜେଡ଼ି
ଭାରତର ଅର୍ଥନୀତି ଆଶାଠାରୁ ଭଲ ପ୍ରଦର୍ଶନ କରିଛି: ଆଇଏମ୍ଏଫ୍