ଭୁବନେଶ୍ୱକ: ପୋଲିସ ଏସ୍ଆଇ ପାଇଁ ତାରିଖ ପ୍ରକାଶ ପାଇଛି । ଅକ୍ଟୋବର ୪ ଓ ୫ରେ ହେବ ପୋଲିସ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ । ଏସ୍ଆଇ ରାଙ୍କର ଓଡ଼ିଶା ପୋଲିସ ରିକ୍ୟୁରିମେଣ୍ଟ ବୋର୍ଡ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏସ୍ଆଇ ପରୀକ୍ଷା ପାଇଁ ଓଏମ୍ଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ । ଏସ୍ଆଇ ରାଙ୍କର CPSE-୨୦୨୪ ପରୀକ୍ଷା ହେବ । ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଚାଲିବା । ଆଶାୟୀ ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୨୦ ପରଠାରୁ ଓଡ଼ିଶା ପୋଲିସ ୱେବସାଇଟ୍ odishapolice.gov.inରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ।