ଭୁବନେଶ୍ୱର: ଆସନ୍ତାକାଲି ସର୍ବଭାରତୀୟ ମେଡ଼ିକାର ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପୁନଃପରୀକ୍ଷା ଅନୁଷ୍ଠିତ ହେବ । ତ୍ରୁଟିର ଯେମିତି ପୁନରାବୃତ୍ତି ନ ହେବ ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ ରାଜ୍ୟ ସରକାର ପର୍ଯ୍ୟନ୍ତ ପାଦେ ପାଦେ ଧ୍ୟାନ ରଖାଯାଉଛି । ଆଜି ଦେଶରେ ନାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ମକ୍ ଡ୍ରିଲ୍ କରାଯିବ । ସେହିପରି ଓଡ଼ିଶାର ସରକାର ମଧ୍ୟ ବେଶ ସଚେତନ ହୋଇଛନ୍ତି । ପରୀକ୍ଷାର୍ଥୀଙ୍କ ଗମନାଗମନଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି ।
ରାଜ୍ୟ ପରିବହନ ଏବଂ କ୍ରୁଟ୍ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ । ବିଭିନ୍ନ ଜିଲ୍ଲାରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ନିଟ୍ ଆଡମିଟ୍ କାର୍ଡ ଦେଖାଇ ବସରେ ଯାଇପାରିବେ । ପରୀକ୍ଷାର୍ଥୀମାନେ ଯେପରି ଯାତାୟାତରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପ୍ରତି ଜିଲ୍ଲାରେ RTO ୱାରୀ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି ଓ ସହାୟତା ନମ୍ବର ଜାରି କରାଯାଇଛି।
ଦେଶରେ ମୋଟ୍ ୨୩ ଲକ୍ଷ ପରୀକ୍ଷାର୍ଥୀ ୫ ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷା ନିଟ୍ ପରୀକ୍ଷା ଦେବେ । ବିଦେଶରେ ୧୫ ଲକ୍ଷ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବେ ।
ନୋଡାଲ୍ ଅଫିସର୍ ଓ ଯୋଗାଯୋଗ ନମ୍ବର ତାଲିକା –
ଗଜପତି- ସର୍ବେଶ୍ବର ଛୋଟରାୟ- ୯୩୪୮୨୬୪୬୩୩
ଢେଙ୍କାନାଳ- ସାର୍ଥକ ଦତ୍ତ- ୯୨୩୭୩୭୮୫୭୬
ମାଲକାନଗିରି- ରତି ରଞ୍ଜନ ବେହେରା- ୯୮୬୧୫୯୫୫୮୩
ଜଗତସିଂହପୁର-ପ୍ରତାପ କୁମାର ବେହେରା- ୯୪୩୯୦୪୫୬୭୮
ବୌଦ୍ଧ-ସଞ୍ଜୟ କୁମାର ବେହେରା-୭୯୭୮୭୩୧୬୮୩
ଯାଜପୁର-ରଞ୍ଜିତା ମଲ୍ଲିକ-୭୩୮୧୨୪୩୩୧୦
ବାଲେଶ୍ବର-ପ୍ରଭାତ କୁମାର ଭଟ୍ଟ-୯୪୩୭୩୧୧୩୭୯
ଦେବଗଡ଼-ସନ୍ଦୀପ କୁମାର ସିଂ-୯୬୯୨୫୭୭୨୩୪
କେନ୍ଦୁଝର-କେ. ଦିବ୍ୟଜ୍ୟୋତି ମହନ୍ତ- ୮୨୪୯୪୨୫୬୦୮
ବରଗଡ଼- ଅଶୋକ କୁମାର ପାଣିଗ୍ରାହୀ-୯୪୩୮୨୪୯୨୦୭
ରାଉରକେଲା- ମାନସ ରଞ୍ଜନ ପୃଷ୍ଟି- ୯୪୩୭୪୪୫୧୦୧
ଭଦ୍ରକ-ବାମଦେବ ସାହୁ-୭୯୭୮୦୧୪୧୭୫
ଝାରସୁଗୁଡ଼ା- ଅମୀୟ ରଞ୍ଜନ ପାତ୍ର- ୯୨୩୭୩୭୮୬୫୧
କଟକ- ରୁପାଲିନ ବାହୁବଳେନ୍ଦ୍ର- ୯୨୩୭୩୭୮୫୭୫
ନୟାଗଡ଼-ପ୍ରକାଶ କୁମାର ଦୀପ- ୯୨୩୭୩୭୮୫୮୩
ଭୁବନେଶ୍ବର-୧- ଚିତ୍ତ ରଞ୍ଜନ ସାହୁ- ୯୨୩୭୩୭୮୫୭୨
ଭୁବନେଶ୍ବର-୨-ରବି ନାରାୟଣ ଜେନା- ୯୨୩୭୩୭୮୬୫୮
ଗଞ୍ଜାମ(ଛତ୍ରପୁର)- ସୋମନାଥ ଶବର- ୮୦୧୮୪୯୦୯୮
ଅନୁଗୋଳ-ରାଜେଶ କୁମାର ମହାପାତ୍ର-୯୪୩୭୧୭୪୪୪୬
ସମ୍ବଲପୁର-କାହ୍ନୁ ଚରଣ ବାନରା- ୮୮୯୫୪୦୧୭୬୯
କେନ୍ଦ୍ରାପଡ଼ା- ଜଗନ୍ନାଥ ଦାରୁବ୍ରହ୍ମ- (୮୨୪୯୦୫୨୨୫୦) ଏବଂ
କାଜଲ ପ୍ରଧାନ- (୯୮୫୩୧୨୪୬୬୦)
ନବରଙ୍ଗପୁର- ଦେବାଶିଷ ମଲ୍ଲିକ- ୮୦୯୩୪୩୨୦୮୦
ସୁନ୍ଦରଗଡ଼- ଦଲାନୀ ସା- ୮୯୭୮୧୨୧୭୮୫
ଭଞ୍ଜନଗର (ଗଞ୍ଜାମ)- କିଶୋର କୁମାର ଦେ- ୭୦୦୮୮୧୫୦୬୨
ତାଳଚେର- ତପନ କୁମାର ବେତି- ୮୮୯୫୫୩୭୮୨୦
ପୁରୀ- ବିଭୁ ରଞ୍ଜନ ନାୟକ- ୮୭୬୩୭୩୯୪୪୨
କଳାହାଣ୍ଡି-ରାମ କୃଷ୍ଣ ମାଝୀ- ୬୩୭୦୦୧୯୧୯୮
ନୂଆପଡ଼ା- ଉପେନ୍ଦ୍ର ପୁସିକା- ୯୯୩୮୪୬୭୯୮୭
ସୁବର୍ଣ୍ଣପୁର-ଅଜିତ କୁମାର ନାୟକ- ୯୨୩୭୩୭୮୫୬୭
ରାୟଗଡ଼ା- ଝସକେତନ ଭରାସଗରିଆ-୯୬୬୮୪୮୫୬୩୭
ଫୁଲବାଣୀ- ପ୍ରଶାନ୍ତ କୁମାର ଦାସ- ୯୩୪୮୧୮୭୩୮୭
ଚଣ୍ଡିଖୋଲ- ଖଗେଶ୍ୱର ମୁର୍ମୁ -୭୬୮୧୮୩୪୫୯୦
କୋରାପୁଟ- ଚନ୍ଦ୍ରା ବିଶ୍ବାସ- ୭୦୦୮୨୪୩୯୭୪
ମୟୂରଭଞ୍ଜ- ସାଲଖୁ ମୁର୍ମୁ- ୯୭୭୭୧୭୧୫୪୫
ବଲାଙ୍ଗୀର- ପ୍ରିୟବ୍ରତ ମହାନ୍ତି- ୯୨୩୭୩୭୮୬୦୩