କୋରାପୁଟ: ବଡ଼ ଭାଇ ମିଳିମିଶି ମାରି ଦେଲେ ମଝିଆ ଓ ସାନ ଭାଇ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । Read More >
ପୁରୀ: ପୁରୀ ଜିଲ୍ଲା ବାଙ୍ଗର ଜିଲ୍ଲା କାରଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ l ରବିବାର ଜେଲରେ ଥିବା ଶୌଚାଳୟରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ । Read More >
ମୟୁରଭଞ୍ଜ: ଜିଲ୍ଲାର ବୈଶିଙ୍ଗା ଥାନା ଗଡ଼ଦେଉଳିଆ ଛକରେ ଥିବା ଘରୋଇ ବିଦ୍ୟାଳୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଓ ହଷ୍ଟେଲ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମୟୂରଭଞ୍ଜ ପୋଲିସକୁ ସଫଳତା ମିଳିଛି । Read More >
ପୁରୀ: ସାମାନ୍ୟ ମଦ ପାଇଁ ସାଙ୍ଗକୁ ଅତି ନିର୍ମମ ଭାବେ କରିଛି ସାଙ୍ଗ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ତାରିଣୀ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପୁରୀ ପୋଲିସ ପର୍ଦ୍ଦାଫାଶ କରିଛି । ସମୁଦ୍ରକୂଳ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । Read More >
କଟକ: ରାଜ୍ୟ ଅଲମ୍ପିକ ସଂଘର ବର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷର ଅଡିଟ ରିପୋର୍ଟ ଓ ୨୦୨୬-୨୭ ବର୍ଷ ପାଇଁ ବଜେଟ ଓ ଆସନ୍ତା ୪ ବର୍ଷ ପାଇଁ ରାଜ୍ୟରେ ଅଲମ୍ପିକ କ୍ରୀଡ଼ାର ଆୟୋଜନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । Read More >
ସମ୍ବଲପୁର: ବୁର୍ଲା ଭିମସାର ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ୩୦ ବଟିକା ଖାଇ ଦେଇଛନ୍ତି । ଭିମସାରର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । Read More >
ଭୁବନେଶ୍ୱର: ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପ୍ରତିଭାବାନ ଯୁବକ ଓମ୍ ପ୍ରକାଶ ରଥ ଓ ସମ୍ବଲପୁରର ସୁଜାତା ଭୂୟାଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଏବଂ ସୁଜାତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । Read More >
କେନ୍ଦୁଝର: ପୁଣି ଥରେ ବିଜୁ ଜନତା ଦଳକୁ ଶକ୍ତ ଝଟକା ଲାଗିଛି । କେନ୍ଦୁଝରରେ ଜଣେ ପୌର ଉପାଧ୍ୟକ୍ଷ ଓ ୮ ଜଣ କାଉନସିଲର୍ ଇସ୍ତଫା ଦେଇଛନ୍ତି । ଏହା ସହିତ ୩ ଜଣ ସାଧାରଣ ସମ୍ପାଦକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ରବିବାର ଇସ୍ତଫା ଦେଇଛନ୍ତି । Read More >
କଟକ: କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସେ ଗିରଫ ହୋଇଛନ୍ତି । Read More >
ଭୁବନେଶ୍ୱର: ମାତ୍ର ୧୨ ବର୍ଷର ନାବାଳିକାକୁ ସହାୟିକା ଭାବରେ ରଖି ଦେଉଥିଲେ ଅକଥନୀୟ ନିର୍ଯ୍ୟାତନା । ଏମିତିକି ଟିକେ ଭୁଲ ହେଲେ ଦେଉଥିଲେ ନିର୍ଧୁମ ମାଡ଼ । ଶେଷରେ ଜୀବନ ବିକଳରେ ସେଠାରୁ ଲୁଚି ପଳାଇ ଆସିଛନ୍ତି ନାବାଳିକା । Read More >
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସିତ ହୋଇଛନ୍ତି ଦୁଇ ଜଣ ଓଡ଼ିଆ । କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥ ଓ ସମ୍ବଲପୁର ଜିଲ୍ଲାର ସୁଜାତା ଭୂୟାଁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମହିଳାଙ୍କୁ ସଶକ୍ତିକରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ପ୍ରଶଂସିତ ହୋଇଛନ୍ତି । Read More >
କଟକ: ବର୍ଷକ ଭିତରେ ୭୭ ମାଓବାଦୀ ଓଡିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଓଡିଶାରେ ମାଓବାଦୀଙ୍କ ସଂଖ୍ୟା ସିଙ୍ଗିଲ ଡିଜିଟକୁ ଖସି ଆସିଛି । Read More >
ଶାଶୁ ଶ୍ୱଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହେଁ ବୋହୂ: ଆହ୍ଲାବାଦ ହାଇକୋର୍ଟ
ପାକିସ୍ତାନରେ ସ୍ମାର୍ଟ ଲକଡାଉନ ଖବର ମିଛ, ସରକାର କହିଲେ- ରାଜ୍ୟଗୁଡିକ ସହ ଆଲୋଚନା ପରେ ହେବ ନିଷ୍ପତ୍ତି
ଆସନ୍ତାକାଲି ଇସ୍ତଫା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର !
ବଡ଼ ଭାଇ ମିଳିମିଶି ମାରିଦେଲେ ୨ ସାନ ଭାଇ