ରାଜଧାନୀରୁ ପୁଣି ଜବତ ହେଲା 1 କିଲୋର ବ୍ରାଉନସୁଗାର, ଦୁଇ ଯୁବକଙ୍କୁ ଗିରଫ କରି ପଚରା ଉଚୁରା କରୁଛି ଏସଟିଏଫ
Khabar Odisha:Odisha-Crime-Branch-STF-seizes-brown-sugar-worth-around-Rs-1-crore-from-Khandagiri-area
ଭୁବନେଶ୍ୱର, ଜୁନ ୦୨ (ଖବର ଓଡ଼ିଶା):

ରାଜଧାନୀରୁ ୧ କିଲୋ ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଖଣ୍ଡଗିରି ଛକରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ  ।

ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନେ ବ୍ରାଉନସୁଗାର କାହାଠାରୁ ଓ କେଉଁଠାରୁ ଆଣିକି ଏଠାରେ ବିକ୍ରି କରୁଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ଏସଟିଏଫ ।

  • Tags:

Subscribe

National International State Sports Entertainment