ନବରଙ୍ଗପୁର ଅବକାରୀ ବିଭାଗ ଦ୍ଵାରା ମଦ ଜବତ ସହ ଦୁଇ ଗିରଫ । । ପାପଡାହାଣ୍ଡି ଥାନା କଦାମାଲି ଗ୍ରାମର ଜଣେ 40 ଲିଟର ଦେଶୀ ମଦ ଓ ମୈଦଲପୁର ଥାନା କାଦମାଳି ଗ୍ରାମର ଜଣେ ୧୮ ଲିଟର ଦେଶୀ ମଦ ନେଇ ଯାଉଥିବା ବେଳେ ମାଡି ବସିଲା ଅବକାରୀ ବିଭାଗ । ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ବର୍ତ୍ତମାନ ଏକ୍ସନ ମୁଡରେ ନବରଙ୍ଗପୁର ଅବକାରୀ ବିଭାଗ ରହିଛି। ଅଭିଯୁକ୍ତ ମାନଙ୍କ ବିରୋଧ ରେ ମାମଲା ରୁଜୁ କରି ଅଦାଲତରେ ହାଜର କରିଛନ୍ତି ।