ଦୀର୍ଘ ଦିନର ପ୍ରତୀକ୍ଷା ପରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଅବତାରରେ ଫେରୁଛି ଓଡ଼ିଆ ସିନେ ଜଗତର ଐତିହାସିକ ‘କଳିଙ୍ଗ ଷ୍ଟୁଡିଓ’। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଆନୁଷ୍ଠାନିକ ଲୋକାର୍ପଣ କରିବେ। ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଷ୍ଟୁଡିଓ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂଆ ଦିଗ ଦେବା ସହ ପର୍ଯ୍ୟଟନର ବଡ଼ କେନ୍ଦ୍ର ପାଲଟିବାକୁ ଯାଉଛି।
Read More >