ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭବ୍ୟ ଗ Read More >
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ପାଟଣାଗଡ଼ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ମହେଶ ଶବର, ବଇଁଶୀ ଚନ୍ଦ୍ର ବରିହା, ଉମାକାନ୍ତ ଖିଲାର ଓ ଅଜୟ ଦାସ । Read More >
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ତନାର ଗାଁରେ ରଜ ଦୋଳି ଖେଳ ଅଘଟଣ । ରଜ ଦୋଳି ଉପରକୁ ମାଡ଼ି ଯାଇଛି ଦ୍ରୁତଗାମୀ ବୋଲେରୋ ଗାଡ଼ି l ଏଥିରେ ତିନି ଜଣ ଛୋଟ ପିଲା ଆହତ ହୋଇଛନ୍ତି । Read More >
ନବରଙ୍ଗପୁର: ଗୋଟିଏ ପଟେ ରାଜ୍ୟରେ ଝିଅମାନେ ରଜ ପାଳୁଥିବାବେଳେ ଆଉ ଗୋଟିଏ ଜଣେ ଯୁବତୀଙ୍କ ସହିତ ହୋଇଛି ଦୁଷ୍କର୍ମ ସହିତ ବିଭତ୍ସ ହତ୍ୟା । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଘଟିଛି ଲୋମହର୍ଷଣକାରୀ ଘଟଣା । Read More >
ଝାରସୁଗୁଡ଼ା:ସାଇବର ଅପରାଧ ବିରୋଧରେ ଝାରସୁଗୁଡ଼ା ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଜଣେ ଯୁବତୀଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରସାରଣ କରିବା ସହ ଅନଲାଇନ୍ରେ ଧମକ ଓ ହଇରାଣ କରୁଥିବା ଜଣେ ସାଇବର ଅପରାଧୀକୁ ବିହାରରୁ ଗିରଫ କରିଛି ଝାରସୁଗୁଡ଼ା ସାଇବର୍ ପୋଲିସ। ଅଭିଯୁକ୍ତ ହେଲେ ମହମ୍ମଦ ରାଶିଦ । Read More >
ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣ୍ଡିଆ ପାଣ୍ଡରାସିଂହା ଛକ ନିକଟରେ ରବୀନ୍ଦ୍ର ନାୟକଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସ କରିଛନ୍ତି ଏସଡିପିଓ । ବଡ଼ ଭାଇର ପ୍ରେମ ସମ୍ପର୍କରେ ସାନ ଭାଇ ବଳି ପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ମନ୍ତ୍ରୀଙ୍କ ପତ୍ନୀ ଏବଂ ରବୀନ୍ଦ୍ରଙ୍କ ବଡ଼ ଭାଇଙ୍କ ପ୍ରେମ ସମ୍ପର୍କ ପାଇଁ ହତ୍ୟାକାଣ୍ଡ ଘଟିଛି । Read More >
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ସୋମନାଥ ମନ୍ଦିର ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିଛି । ମୁଖ୍ୟମନ୍ତ୍ରୀ ଏହାକୁ ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରାର ଶୁଭ ଆରମ୍ଭ କରିଛନ୍ତି। Read More >
ମୟୂରଭଞ୍ଜ: ବିଜେଡ଼ି ନେତାଙ୍କ ଦାଦାଗିରି । କ୍ଷମତାର ଅନ୍ଧ ଅହଂକାର ଆଗରେ ବଳି ପଡ଼ିଛି ମାନବିକତା। ଜନତା ସେବା କରିବାକୁ ପ୍ରତିଶ୍ରୁତି ଦେଇ ଭୋଟ୍ ହାତଉଥିବା ନେତା ମାତ୍ର ୨୦ ଟଙ୍କା ପାଇଁ ମାରୁଛନ୍ତି । ସେ ପୁଣି ଆଉ କେହି ନୁହେଁ ବରଂ ଖୋଦ ପୂର୍ବତନ ମନ୍ତ୍ରୀଙ୍କ ଭାଇ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ । Read More >
ବଲାଙ୍ଗିର: ସରୁନି ଦାଦନ ଦୁଃଖ । ବାଲାଙ୍ଗିର ଜିଲ୍ଲା ଦାଦନ ଶ୍ରମିକଙ୍କ ନିର୍ଯାତନାର କାହାଣୀ କମିବାର ନାଁ ଧରୁନାହିଁ । ପେଟ ପାଇଁ ଘର ପରିବାର ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟୁଥିବା ଓଡ଼ିଆଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯ୍ୟାତନା । Read More >
ଭୁବନେଶ୍ୱର: ଆଜି ହେଉଛି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ । ଗାଁଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଉତ୍ସବ ମୁଖର । ଦୋଳି ଖେଳ ସାଙ୍ଗକୁ ପୋଡ଼ ପିଠା ଏବଂ ମିଠା ପାନର ମଜା ନେଉଛନ୍ତି ପିଲା ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ । Read More >
Des- ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେର୍ତାଙ୍ଗ ଗାଁରେ ଜମି ବିବାଦକୁ କେନ୍ଦ୍ର କରି ପୁଅ ଦିଲୀପ ପରିଡା ନିଜ ବାପା ସତ୍ୟାନନ୍ଦ ଓ ମାଆ ଚାରୂଲତାଙ୍କୁ କଟୁରିରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ବାଲିକୁଦା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟା ପ୍ରମାଣ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଳାଇଛି। Read More >
କେନ୍ଦୁଝର ଜିଲ୍ଲାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜ ଗ୍ରାମ ରାଇକଳାସ୍ଥିତ ବାସଭବନରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ଉପସ୍ଥିତିରେ ଭୋଟର ତାଲିକା ସଂଶୋଧନ ଫର୍ମ ପୂରଣ କରିଛନ୍ତି ଏବଂ ଏକ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। Read More >
‘ଚୁକ୍ତିନାମା ହେଉ କି ନ ହେଉ ଇରାନ ପାଖରେ ପରମାଣୁ ଅସ୍ତ୍ର ରହିବ ନାହିଁ’
ଆଧାରର ଅପବ୍ୟବହାର ନେଇ ଶୁଣାଣି, ପରିଚୟପତ୍ର ପର୍ଯ୍ୟନ୍ତ ସୀମିତ ରଖିବାକୁ ଦାବି
ଡିଜେଲ ଏବଂ ଏଟିଏଫ୍ ରପ୍ତାନି ଉପରେ ଟିକସ ବୃଦ୍ଧି କଲେ ସରକାର, ପେଟ୍ରୋଲ ଦର ଅପରିବର୍ତ୍ତିତ
ଆମେରିକାର ଶକ୍ତିଶାଳୀ B-52 ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ