ଭୁବନେଶ୍ୱର:ଉପସ୍ଥାପନ ହୋଇଛି ୨୦୨୫-୨୬ ଆର୍ଥିକବର୍ଷ ପାଇଁ ରାଜ୍ୟ ବଜେଟ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ବଜେଟ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ମୁଖ୍ୟମନ୍ତ୍ରୀ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ସରକାର କରିଥିବା ବ୍ୟୟବରାଦକୁ ଉପସ୍ଥାପନ କରିଛନ୍ତି । ତେବେ ନଜର ପକାନ୍ତୁ କେଉଁ ବିଭାଗ ପାଇଁ ଏଥର କେତେ ବ୍ୟୟମଞ୍ଜୁରୀ କରାଯାଇଛି ।
କାହାକୁ ମିଳିଲା କେତେ?
-
-
- ଗୃହ ବିଭାଗ- ୧୦୭୫୯.୯୦ କୋଟି ଟଙ୍କା
- ସାଧାରଣ ପ୍ରଶାସନ ଏବଂ ପିଜି ବିଭାଗ- ୭୪୦.୭୫ କୋଟି ଟଙ୍କା
- ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗ (ରାଜସ୍ୱ)- ୧୯୧୩.୨୮ କୋଟି ଟଙ୍କା
- ଆଇନ ବିଭାଗ- ୧୦୫୯.୪୪ କୋଟି ଟଙ୍କା
- ଅର୍ଥ ବିଭାଗ- ୬୩୫୧୧.୯୧ କୋଟି ଟଙ୍କା
- ବାଣିଜ୍ୟ ମନ୍ତ୍ରଣାଳୟ- ୩୦୮.୮୧ କୋଟି ଟଙ୍କା
- ପୂର୍ତ୍ତ ବିଭାଗ - ୧୨୦୦୦ କୋଟି ଟଙ୍କା
- ଓଡ଼ିଶା ବିଧାନସଭା- ୧୪୪.୬୨ କୋଟି ଟଙ୍କା
- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ- ୧୫୩୭.୭୭ କୋଟି ଟଙ୍କା
- ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ- ୩୧୧୮୫.୪୭ କୋଟି ଟଙ୍କା
- ଏସସି/ଏସଟି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ- ୬୪୩୬.୧୦ କୋଟି ଟଙ୍କା
- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ- ୨୨୭୪୧.୨୧ କୋଟି ଟଙ୍କା
- ଗୃହ ଏବଂ ନଗର ଉନ୍ନୟନ ବିଭାଗ- ୯୯୭୩.୫୭ କୋଟି ଟଙ୍କା
- ଶ୍ରମ ମନ୍ତ୍ରଣାଳୟ - ୩୭୩.୨୨ କୋଟି ଟଙ୍କା
- କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ - ୧୩୧୯.୭୯ କୋଟି ଟଙ୍କା
- ଯୋଜନା ଏବଂ କ୍ରିୟାନ୍ୱୟନ ବିଭାଗ- ୨୮୦୮.୨୨ କୋଟି ଟଙ୍କା
- ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ- ୨୮୪୫୧.୩୧ କୋଟି ଟଙ୍କା
- ଶିଳ୍ପ ବିଭାଗ- ୮୦୮.୧୫ କୋଟି ଟଙ୍କା
- ଜଳ ସମ୍ପଦ ବିଭାଗ- ୧୪୮୯୪.୨୧ କୋଟି ଟଙ୍କା
- ପରିବହନ ବିଭାଗ- ୩୭୯୪.୮୮ କୋଟି ଟଙ୍କ
- ଜଙ୍ଗଲ ଏବଂ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ- ୧୪୯୧.୪୯ କୋଟି ଟଙ୍କା
- କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ- ୧୪୭୦୦.୭୧ କୋଟି ଟଙ୍କା
- ଇସ୍ପାତ ଏବଂ ଖଣି ବିଭାଗ- ୪୦୪.୩୯ କୋଟି ଟଙ୍କା
- ସୂଚନା ଏବଂ ଲୋକ ସମ୍ପର୍କ- ୧୬୦.୭୦ କୋଟି ଟଙ୍କା
- ଅବକାରୀ ବିଭାଗ- ୨୪୪.୯୯ କୋଟି ଟଙ୍କା
- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା- ୩୫୩.୨୨ କୋଟି ଟଙ୍କା
- ଗ୍ରାମ୍ୟ ଉନ୍ନୟନ ବିଭାଗ- ୧୦୦୨୦.୧୨ କୋଟି ଟଙ୍କା
- ସଂସଦୀୟ ବ୍ୟାପାର - ୭୪.୭୧ କୋଟି ଟଙ୍କା
- ଶକ୍ତି ବିଭାଗ - ୩୯୬୨.୩୩ କୋଟି ଟଙ୍କା
- ହସ୍ତତନ୍ତ ଓ ବୟନ ବିଭାଗ- ୨୬୬.୫୮ କୋଟି ଟଙ୍କା
- ପର୍ୟ୍ୟଟନ ବିଭାଗ- ୮୨୦.୦୮ କୋଟି ଟଙ୍କା
- ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗ- ୧୯୦୯.୧୨ କୋଟି ଟଙ୍କା
- ସମବାୟ ବିଭାଗ - ୨୨୭୬.୬ କୋଟି ଟଙ୍କା
- ପବ୍ଲିକ୍ ଏଣ୍ଟରପ୍ରାଇଜେସ୍- ୧୧.୦୪ କୋଟି ଟଙ୍କା
- ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ- ୧୫୨୨୨.୮୫ କୋଟି ଟଙ୍କା
- ଇ ଆଣ୍ଡ ଆଇଟି ବିଭାଗ- ୬୮୮.୮୩ କୋଟି ଟଙ୍କା
- ଉଚ୍ଚ ଶିକ୍ଷା ବିଭାଗ- ୩୬୫୫.୮୩ କୋଟି ଟଙ୍କା
- ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା- ୧୭୮୪.୫୪ କୋଟି ଟଙ୍କା
- ଏମ୍ଏସ୍ଏମ୍ଇ ବିଭାଗ- ୭୫୮.୮୬ କୋଟି ଟଙ୍କା
- ସମାଜିକ ସୁରକ୍ଷା ଏବଂ ସଶକ୍ତ କରଣ ବିଭାଗ- ୯୧୨୦.୬୬ କୋଟି ଟଙ୍କା
- ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା (ବିପର୍ୟ୍ୟୟ ପରିଚାଳନା) - ୪୦୪୯.୮୫ କୋଟି ଟଙ୍କା
- ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି- ୪୮୧.୮୩ କୋଟି ଟଙ୍କା
- ମିଶନ ଶକ୍ତି ବିଭାଗ- ୨୭୭୪.୭୩ କୋଟି ଟଙ୍କା