ଅକଲାଣ୍ଡ: ଗ୍ଲେନ ଫିଲିକ୍ସଙ୍କ ଦମଦାର ବିସ୍ଫୋରକ ଶତକ ବଳରେ ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ରେ ବିଶାଳ ସ୍କୋର କରିଛି । ଅକଲାଣ୍ଡରେ ଖେଳା ଯାଉଥିବା ଏହି ମ୍ୟାଚରେ ଘରୋଇ ଦଳ ୭ ୱିକେଟ୍ ହରାଇ ୨୫୯ ରନର ବିଶାଳ ସ୍କୋର କରିଛି । ଆଉ ଭାରତ ସାମ୍ନାରେ ରହିଛି ରନର ପାହାଡ ବିଜୟ ଲକ୍ଷ୍ୟ । ଫିଲିପ୍ସ ୪୯ ବଲରୁ ୧୦୭ ରନର ଶତକୀୟ ଇନିଂସ ଖେଳିଛନ୍ତି । ତାଙ୍କ ବାଦ୍ ମିଚେଲ ବ୍ରେସୱେଲ ମାତ୍ର ୨୫ ବଲରୁ ୬୫ ରନ କରିଛନ୍ତି । ଭାରତ ପକ୍ଷରୁ ମୟଙ୍କ ଯାଦବ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ନ୍ୟୁଜିଲାଣ୍ଡର ଏହା ସର୍ବାଧିକ ସ୍କୋର ।
Updating...