ଓଡିଶା କ୍ରିକେଟର ବିକାଶ ତଥା ପ୍ରତିଭାବାନ ଖେଳାଳୀଙ୍କୁ ବଡ ସୁଯୋଗ ଦେବା ପାଇଁ ଆସନ୍ତା ସେପଟେମ୍ବରରେ ଓସିଏ ଓଡିଶା ପ୍ରୋ ଟି-୨୦ ଲିଗର ଆୟୋଜନ କରିବ। ଏହି ଲିଗରେ ଭାଗ ନେବେ ୬ଟି ଟିମ। ଓଡିଶାର ୬ଟି ଅଂଚଳକୁ ପ୍ରତିନିଧିତ୍ବ କରି ଟିମ ଗୁଡିକର ନାମକରଣ ହେବ। ଆରିଭା ସ୍ପୋର୍ଟସ କମ୍ପାନୀ ସହ ମିଶି ଓସିଏ ଏହି ଲିଗ ଆୟୋଜନ କରିବ। ଏହି ଲିଗର ଟିମ ଫ୍ରାନଚାଇଜ ମାଲିକାନା ପାଇଁ କମ୍ପାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଆମନ୍ତ୍ରଣ କରିଛି ଓସିଏ।
Read More >