ଚଣ୍ଡୀଗଡ଼: ଆଇପିଏଲ୍ ୨୦୨୬ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି କ୍ୱାଲିଫାୟର୍-୨ ମହାମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR)। ଏହି ମ୍ୟାଚ୍ରେ ଯେଉଁ ଟିମ୍ ବିଜୟୀ ହେବ, ସେ ଚଳିତ ସିଜନର ଦ୍ୱିତୀୟ ଫାଇନାଲିଷ୍ଟ ଭାବେ ଟ୍ରଫି ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସହ ଲଢ଼େଇ କରିବ। ଶୁଭମନ ଗିଲ୍
Read More >