ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଦାମୀ ଗାଡ଼ି ଶୌକ୍ ପାଇଁ ବେଶ୍ ଜଣାଶୁଣା। କିନ୍ତୁ ନିକଟରେ ତାଙ୍କର ଏକ ୧୨ କୋଟି ଟଙ୍କାର ସୁପରକାର୍ 'ଫେରାରୀ' ମୁମ୍ବାଇର ଏକ ରାସ୍ତାରେ ଫସିଯାଇଥିଲା। ଗାଡ଼ିଟି ଏକ ବଡ଼ ସ୍ପିଡ୍ ବ୍ରେକର୍ ଉପରେ ଫସିଯାଇଥିଲା, ଯାହା ପରେ ହାର୍ଦ୍ଦିକଙ୍କୁ ଏହାକୁ ବାହାର କରିବା ପାଇଁ ବେଶ୍ କସରତ କରିବାକୁ ପଡ଼ିଥିଲା।
କଣ ଥିଲା ପୂରା ଘଟଣା?
Read More >