କୋଲକାତା: ବୋଲରଙ୍କୁ ସଂପୂର୍ଣ୍ଣ ସୁହାଉଥିବା କୋଲକାତାର ଇଡେନ ଗାର୍ଡେନ ପିଚରେ ଦକ୍ଷିଣ ଆଫ୍ରିକା ପରି ଭାରତୀୟ ଦଳ ମଧ୍ୟ ସମାନ ଦଶା ଭୋଗିଛି । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାର ୧୫୭ ରନ ଜବାବରେ ଭାରତ ପ୍ରଥମ ଇନିଂସରେ ୧୮୯ ରନରେ ଅଲଅ।।ଉଟ୍ ହୋଇଛି । ଦଳ ୩୦ ରନରେ ଅଗ୍ରଣୀ ହାସଲ କରିଛି । କୌଣସି ବ୍ୟାଟର ବି ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି । କେଏଲ ରାହୁଲ ସର୍ବାଧିକ ୩୯ ରନ କରିଥିବା ବେଳେ ୱାଶିଂଟନ ସୁନ୍ଦର ୨୭ ରନ ଓ ରବୀନ୍ଦ୍ର ଜାଡେଜା ୨୭ ରନ କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ହାର୍ମର ୩୦ ରନ ଦେଇ ୪ ସଫଳତା ହାସଲ କରିଥିବା ବେଳେ ମାର୍କୋ ଜନସେନ ୩ଟି ୱିକେଟ୍ ନେଇଛନ୍ତି ।
News Updating...