ପବିତ୍ର ନବରାତ୍ରୀର ସପ୍ତମ ଦିବସରେ ଆଜି ପୂଜା ପାଉଛନ୍ତି ମା' କାଳରାତ୍ରୀ। ଶକ୍ତି, ସାହସ ଓ ଅଭୟର ପ୍ରତୀକ ମା’ଙ୍କ ରୂପ ଅତ୍ୟନ୍ତ ଉଗ୍ର ହୋଇଥିଲେ ମଧ୍ୟ ସେ ଭକ୍ତଙ୍କ ପାଇଁ ଶୁଭଙ୍କରୀ ଓ ମଙ୍ଗଳଦାୟିନୀ। ମା'ଙ୍କ ଆରାଧନା କଲେ ସମସ୍ତ ପ୍ରକାର ଭୟ, ବାଧାବିଘ୍ନ ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
Read More >