ନିଜ ପ୍ରଚେଷ୍ଠାରେ ସ୍ମାର୍ଟକ୍ଲାସରୁମ ପ୍ରତିଷ୍ଠା କଲେ ସରକାରୀ ସ୍କୁଲର ଶିକ୍ଷକ
Khabar Odisha:government-school-teacher-set-smart-classroom-in-his-own-money

ସ୍ୱଧମପୁର,୧୨ଏପ୍ରିଲ(ଖବର ଓଡିଶା); ଘରୋଇ ବିଦ୍ୟାଳୟ ପରି ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟକ୍ଲାସରୁମର ଅନୁଭୁତି ସହିତ ଉନ୍ନତ ତରିକାରେ ପାଠ ପଢାଇବାକୁ ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପ୍ରତିଷ୍ଠା କରିଛନ୍ତି ସ୍ମାର୍ଟକ୍ଲାସରୁମ । 

ବିଭିନ୍ନ ରାଜ୍ୟରେ ସରକାରୀ ସ୍କୁଲରେ ଶିକ୍ଷର ଗୁଣବତା ଉପରେ ପ୍ରଶ୍ନ ଉଠୁଥିବା ବେଳେ ସମସ୍ତ ଅଭିଭାବକ ଆଜିର ଦିନରେ ନିଜ ପିଲାଙ୍କୁ ପ୍ରୟତ ଘରୋଇ ବିଦ୍ୟାଳୟରେ ପାଠ ପଢାଇବାକୁ ପସନ୍ଦ କରୁଛନ୍ତି । ଏପରିକି ସରକାରି ବିଦ୍ୟାଳୟର ଶିକ୍ଷକ ଓ ଶୀକ୍ଷତ୍ରୀ ମାନେ ମଧ୍ୟ ସେମାନଙ୍କର ପିଲା ମାନଙ୍କୁ ଘରୋଇ ବିଦ୍ୟାଳୟରେ ପଢାଇବାର ନଜିର ରହିଛି । ଏହିଭଳି ସମସ୍ୟ ଭିତରେ କେତେ ଗୁଡିଏ ବିଦ୍ୟାଳୟ ବନ୍ଦ ମଧ୍ୟ ହୋଇଯାଉଛି ।

ତେବେ ଏହି ବିଦ୍ୟଳୟରେ ୧୩୨ ଜଣ ଶିକ୍ଷାର୍ଥୀ ଥିଲା ବେଳେ ଏଥି ମଧ୍ୟରୁ ୧୩୦ ଜଣ ସାଧାରଣ ଗରିବ ସିମାରେଖା ତଳର ପରିବାରରୁ ଆସିଥିବା ବିଦ୍ୟାଳୟର ଶିକ୍ଷକ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment