ବିବାହ ହେବା ମାତ୍ରେ ଜଣେ ଝିଅର ସମ୍ପୂର୍ଣ୍ଣ ଦୁନିଆ ବଦଳିଯାଏ । ନୂଆ ଘର, ନୂଆ ଲୋକ ଏବଂ ଅନେକ ନୂଆ ଦାୟିତ୍ୱର ଏକ ନୂଆ ଯାତ୍ରାର ଆରମ୍ଭ ଯେତିକି ସୁନ୍ଦର ହୋଇଥାଏ, ସେତିକି ଦ୍ୱନ୍ଦ୍ୱରେ ଭରା ମଧ୍ୟ ହୋଇଥାଏ । ଏହି ନୂଆ ପରିବେଶରେ ନିଜକୁ ଖାପ ଖୁଆଇବା ସମୟରେ ଝିଅମାନଙ୍କ ମନରେ ଅନେକ ଏମିତି ପ୍ରଶ୍ନ ଆସେ, ଯାହାକୁ ସେମାନେ ସଙ୍କୋଚ ହେତୁ ନା ନିଜ ସ୍ୱାମୀଙ୍କୁ ପଚାରିପାରନ୍ତି ନା ଶାଶୁ-ଶ୍ୱଶୁରଙ୍କୁ ।
Read More >