ବାବୁ ଜଗଜୀବନ ରାମଙ୍କର ଆଜି ଜୟନ୍ତୀ। ୫ ଏପ୍ରିଲ ୧୯୦୮ରେ ବିହାରର ଏକ ଛୋଟ ଗାଁ ଚାନ୍ଦୱାରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ କାମ ଯୋଗୁଁ ଲୋକେ ତାଙ୍କୁ ଶ୍ରଦ୍ଧାରେ 'ବାବୁଜୀ' ବୋଲି ଡାକୁଥିଲେ। Read More >
ଭୁୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କଲେ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପୂର୍ବ ଜନ୍ମର କର୍ମଫଳ ପାଇଁ ଭିନ୍ନକ୍ଷମ ଶିଶୁ ଭାବେ ଜନ୍ମ ମନ୍ତବ୍ୟକୁ ନିନ୍ଦା କଲେ ମନ୍ତ୍ରୀ । ମୁଁ Read More >
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏବଂ ତାଙ୍କ ପାର୍ଟି ମଧ୍ୟରେ ଏବେ ମତଭେଦ ତୀବ୍ର ହେବାରେ ଲାଗିଛି । ଆପ୍ ନେତାଙ୍କ ପକ୍ଷରୁ ରାଘବ ଚଡ୍ଡାଙ୍କ ବି Read More >
ଝାଡ଼ଖଣ୍ଡ ରାଜନୀତି କାର୍ଯ୍ୟକଳାପରେ ସରଗରମ। ଶାସକ ମେଣ୍ଟର ମୁଖ୍ୟ ଅଂଶବିଶେଷ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ମଧ୍ୟରେ ବିବାଦ ଚାଲିଛି। ସରକାରଙ୍କ ସ୍ଥିରତାକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି। ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର କାର୍ଯ୍ୟକାରୀ ସଭାପତି ତେଜସ୍ୱୀ ଯାଦବ ଆଜି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ପାଇଁ ରାଞ୍ଚିରେ ଅଛନ୍ତି। Read More >
ନୂଆଦିଲ୍ଲୀ: ମୁଁ ସଂସଦକୁ ହୋହାଲ୍ଲା କରିବାକୁ, ଚିତ୍କାର କରିବାକୁ, ମାଇକ୍ ଭାଙ୍ଗିବାକୁ କିମ୍ବା ଗାଳି ଦେବାକୁ ଆସି ନାହିଁ । ମୁଁ ଜନତାଙ୍କ ପ୍ରସଙ୍ଗ ଉଠାଇବାକୁ ଆସିଛି । ଆଜି ପୁଣି ଥରେ ନିଜ ଦଳର ମିଛକୁ ପଦାରେ ପକାଇ ଏଭଳି କହିଛନ୍ତି ସାଂସଦ ରାଘବ ଚଢ଼ା । Read More >
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳର ତିରୁଭଲ୍ଲାରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପିଏମ୍ ମୋଦୀ ରାଜ୍ୟର ବର୍ତ୍ତମାନର ଏଲଡିଏଫ୍ (LDF) ସରକାରଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି ଯେ, ଏପ୍ରିଲ ୯ରେ ଭୋଟ୍ ଗ୍ରହଣ ଏବଂ ମେ ୪ ତାରିଖରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା କୁଶାସନର ଅନ୍ତ ଘୋଷଣା ହେବ। Read More >
ଭୁବନେଶ୍ୱର: ମାସେ କାଳ ଧରି ବିଧାନସଭା ଚାଲିଥିବା । ଟିକେ ସମୟ ବିତାଇବାକୁ ସମସ୍ତ ବିଧାୟକ ଦିଲ୍ଲୀ ବୁଲିବାକୁ ଯାଇଥିଲୁ ବୋଲି ଫେରିବା ପରେ କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ତେବେ ବିଧାୟକ ଦଳ ପରିବର୍ତ୍ତନ ଆଲୋଚନା ଗୁଜବ ଥିବା କହିଛନ୍ତି କଂଗ୍ରେସ ବିଧାୟକ । Read More >
ନୂଆଦିଲ୍ଲୀ: କଂଗ୍ରେସ ଭିତରେ ପୁଣି ଥରେ ମତଭେଦ ଗଭୀର ହେଉଥିବ ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ, ଭାରତର ବିଦେଶ ନୀତି ଦେଶରେ ଏଲପିଜି ଯୋଗାଣ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ପାର୍ଟିର ଶୀର୍ଷ ନେତୃତ୍ୱ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । Read More >
କେରଳର ମଲାପ୍ପୁରମରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫଲା ଉପରେ ଶୁକ୍ରବାର ଆକ୍ରମଣ ହୋଇଥିଲା। ଥରୁର ମାଲାପ୍ପୁରମର ୱାଣ୍ଡୁରରେ ଆନ୍ନା ଆଫ୍ରିକୀୟ ଅନିଲ କୁମାରଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ଏକ କାରରେ କିଛି ଲୋକ ତାଙ୍କ ଗାଡ଼ିକୁ ଅଟକାଇ ତାଙ୍କ ବନ୍ଧୁକଧାରୀଙ୍କୁ ଗାଳିଗୁଲଜ କରିଥିଲେ, ପରେ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକଧାରୀ ନିଜେ ଏହି ମାମଲାରେ ଅଭିଯୋଗ କରିଛନ୍ତି। Read More >
ଭାରତୀୟ ରାଜନୀତିରେ କ୍ଷମତାର ସମୀକରଣ କ୍ଷଣିକରେ ବଦଳିଯାଏ। ଯେଉଁ ନେତାମାନେ ଦିନେ ଦଳର ଶୀର୍ଷରେ ଥିଲେ ଏବଂ ଯାହାଙ୍କ ସ୍ୱରକୁ ଦଳର ଆଦେଶ ବୋଲି ମାନୁଥିଲେ, ଆଜି ସେମାନେ ନିଜ ଦଳ ମଧ୍ୟରେ କୋଣଠେସା ହୋଇ ରହିଛନ୍ତି। Read More >
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ଯୁବ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ତାଙ୍କର କହିବାର ଅଧିକାରକୁ ଦଳ ଛଡ଼ାଇ ନେବା ପରେ ଆହୁରି ସ୍ୱର ଶାଣିତ କରିଛନ୍ତି ରାଘବ । ସେ ଶୁକ୍ରବାର ଏକ ଭିଡ଼ିଓ ଜାରି ଆପ୍ ଦଳ ଉପରେ ଖୁବ ବର୍ଷିଛନ୍ତି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଆତିଶୀ ମାର୍ଲେନା ରାଘବ ଚଢ଼ାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । Read More >
ନୂଆଦିଲ୍ଲୀ: ରାଜ୍ୟସଭାର ସର୍ବକନିଷ୍ଠ ସଦସ୍ୟ ରାଘବ ଚଢ଼ାଙ୍କ ଉପରେ ଆମ୍ ଆଦମୀ ପାର୍ଟୀ ଖପ୍ପା । ଗୁରୁବାର ରାଘବଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ଆପ୍ ଦଳ ସଚିବାଳୟକୁ ଚିଠି ଲେଖିଛି । ଚଢ଼ାଙ୍କ ସ୍ଥାନରେ ପଞ୍ଜାବର ସାଂସଦ ଅଶୋକ ମିତ୍ତଲଙ୍କୁ ଦଳ ଉପନେତା ଭାବେ ଚୟନ କରିଛି । ଖାଲି ସେତିକି ନୁହେଁ, ଦଳୀୟ ଚିଠିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ରାଘବ ଚଢାଙ୍କୁ ଆପ୍ ଦଳର କୋଟା ଅନୁଯାୟୀ କହିବା ପାଇଁ ସମୟ ନ ଦିଆଯାଉ । Read More >
ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ: ୬୫୦ କୋଟିରୁ ଅଧିକ ଟଙ୍କାର ବେଆଇନ ସାମଗ୍ରୀ ଜବତ, ତାଲିକାର ଶୀର୍ଷରେ ପଶ୍ଚିମବଙ୍ଗ
ବାବୁ ଜଗଜୀବନ ରାମ,ଯାହାଙ୍କ ହାତକୁ ଦୁଇଥର ଆସି ଖସିଯାଇଥିଲା ପ୍ରଧାନମନ୍ତ୍ରୀ ପଦବୀ
ଘରୋଇ ସେକ୍ଟର କର୍ମଚାରୀଙ୍କ ପାଇଁ ଖୁସୀ ଖବର,ବର୍ଷେ କାମ କଲେ ବି ମିଳିବ ଗ୍ରାଚୁଇଟି
ରାସ୍ତା ମଝିରେ ଆକ୍ରମଣ; ଜୁଏଲାରୀ ମାଲିକ ମୁଣ୍ଡରେ ବନ୍ଧୁକ ଲଗାଇ ଝାମ୍ପିନେଲେ ଗହଣା ବ୍ୟାଗ୍