ପିପିିଲି ଉପନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁରେ ଶୋକ ପ୍ରକାଶ କଲେ ବିଭିନ୍ନ ଦଳର ବରିଷ୍ଠ ନେତା
Khabar Odisha:noteble-politician-mourned-in-demise-of-ajit-mangaraj

 

ଭୁବନେଶ୍ୱର,୧୪ଏପ୍ରିଲ(ଖବର ଓଡିଶା); ଆଜି ଅପରାହ୍ନରେ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ଖବର ଆସିବା ପରେ ରାଜ୍ୟର ବିଭିନ୍ନ ବରିଷ୍ଠ ନେତା ତୁରନ୍ତ ଡାକ୍ତରଖାନ ପରିଷରରେ ପହଂଚି ଶୋକଶନ୍ତପ୍ତ ପରିବାରକୁ ଆସ୍ୱାସନା ଦେଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ଆଦି ନେତାବୃନ୍ଦ ଶୋକ ପ୍ରକାଶ କରିଥିଲେ । ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଆଦି ବିଭିନ୍ନ ଦଳର ନେତା ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment