ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ନେତା ଅଭିଜିତ ଦିପକେ, ଆଶୁତୋଷ ରାଙ୍କା, ସୌରଭ ଦାସ ଏବଂ ରତ୍ନା ସିଂହଙ୍କ ପାଇଁ ଅଡ଼ୁଆ ବଢ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜଣେ ମହିଳାଙ୍କ ଏଆଇ ଫଟୋ ପ୍ରସାରଣକୁ ନେଇ ତ୍ୱରିତ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ମାନ୍ୟବର ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି ।
Read More >