ନୂଆଦିଲ୍ଲୀ: ବଦଳିଯାଇଛି ପଶ୍ଚିମବଙ୍ଗ ରାଜନୀତି । ପଶ୍ଚିମବଙ୍ଗରେ ଉଭା ହୋଇଛି ନୂତନ ଦଳ । ବିଧାନସଭା ପରେ ଗାଦିଚ୍ୟୁତ ହୋଇଥିବା ତୃଣମୂଳ କଂଗ୍ରେସ ଏବେ ଦୁଇ ଫାଳ ହୋଇସାରିଛି । ଗୋଟିଏ ପଟେ ମମତା ବାନାର୍ଜୀଙ୍କ ଦଳ ଏବଂ ଅନ୍ୟପଟେ ବିଦ୍ରୋହୀ ଋତବ୍ରତ ବାନାର୍ଜୀଙ୍କ ଦଳ । ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଦୁଇଟି ଦଳ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନୂତନ ନାମ ଓ ଚିହ୍ନ ଘୋଷଣା କରିଛନ୍ତି ।
Read More >