ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଆଠ ଜଣ ସାଂସଦଙ୍କୁ ନିଲମ୍ୱିତ କଲେ ରାଜ୍ୟସଭା ଅଧ୍ୟକ୍ଷ
Khabar Odisha:Eight-members-of-the-House-suspended-for-one-week-for-unruly-behaviour-with-the-Chair
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା):

କୃଷି ବିଧେୟକ ବିଲ ପାରିତ ବେଳେ ବିଶୃଙ୍ଖଳିତ ଆଚରଣ କରିଥିବା ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି । ରାଜ୍ୟସଭାର ଏ ସମ୍ପର୍କରେ ମତ ଲୋଡ଼ି ଏକ ସପ୍ତାହ ପାଇଁ ବିଶୃଙ୍ଖଳିତ ସାଂସଦ ମାନଙ୍କୁ ନିଲମ୍ୱନ କରିଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ । କୃଷି ବିଲ ଆଲୋଚନା ବେଳେ ହଙ୍ଗାମା କରିଥିବା ୮ ସାଂସଦ ଡ଼େରିକ ଓ' ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡ଼ୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

  • Tags:

Subscribe

National International State Sports Entertainment