ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ଜାରି ରହିଛି। ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନରେ ବ୍ୟସ୍ତ ଅଛନ୍ତି। ଭାରତୀୟ ଜନତା ପାର୍ଟି ଗତ ମଙ୍ଗଳବାର ୧୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଏମିତି ଏକ ନାମ ରହିଛି, ଯାହା ସାମ୍ନାକୁ ଆସିବା ପରେ ନଣନ୍ଦ ଏବଂ ଭାଉଜଙ୍କ ମଧ୍ୟରେ ଲଢ଼େଇ ସ୍ପଷ୍ଟ ହୋଇଯାଇଛି।
Read More >