ବିଜେପି ଜାରି କଲା ନିଜର ବିଧାନସଭା ପ୍ରାର୍ଥୀ ତାଲିକା। ୨ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଲା ବିଜେପି । ତେବେ ରଣପୁର ଏବଂ ପଟାଙ୍ଗୀ ପାଇଁ ପ୍ରାର୍ଥୀ ବଦଳାଇଛି ବିଜେପି । ପୂର୍ବରୁ ରଣପୁରର ପ୍ରର୍ଥୀ ଥିଲେ ତାପସ ମାର୍ଥା ତାଙ୍କ ସ୍ଥାନରେ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଇଲା ବିଜେପି। ସେହିପରି ପଟାଙ୍ଗୀର ପ୍ରାର୍ଥୀ ଥିଲେ ଚୈତନ୍ୟ ହନ୍ତାଳ ତାଙ୍କୁ ପରିବର୍ତ୍ତନ କରାଇ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଛି ବିଜେପିର ତେବେ ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ -ପାଟଣା- ଅଖିଲ ଚନ୍ଦ୍ର ନାୟକ, ସାରସକଣା- ଭାଦବ ହାଁସଦା -ରାଇରଙ୍ଗପୁର- ଜୋଲେନ ବରଦା, ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ -କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା -ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା -ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେଲେ ସତ୍ୟସାରଥି ମହାନ୍ତି -ଜଗତସିଂହପୁର- ଅମରେନ୍ଦ୍ର ଦାଶ, କାକଟପୁର- ବାଇଧର ମଲ୍ଲିକ - ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ ।
ଅଧିକା ପଢନ୍ତୁ: କଂଗ୍ରେସରୁ ୬ ବର୍ଷ ପାଇଁ ବିଦା ହେଲେ ସୁର