ନୂଆଦିଲ୍ଲୀ; ପାକିସ୍ତାନ ଏବଂ ଏହାର ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ 'ସିନ୍ଦୂର' ସଫଳ ହୋଇଛି । ଖୁବ୍ କମ୍ ସମୟ ମଧ୍ୟରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଛି । ପାକିସ୍ତାନ ଯୁଦ୍ଧବିରତି ପାଇଁ ନିବେଦନ କରିବା ପରେ ଯୁଦ୍ଧବିରତି ହୋଇଥିଲା । ଏହି ଅସ୍ତ୍ରବିରତି ମଧ୍ୟରେ,ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବେ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ବାୟୁସେନାର ଭୁଜ ଏୟାରବେସ୍ ପରିଦର୍ଶନ କରିବେ।
Read More >