ଖୁସି ଖବର ଦେଲେ ପରିଣୀତି, ଖୁବଶୀଘ୍ର ରାଘବ ଚଢାଙ୍କ ଘରକୁ ଆସିବେ କୁନି ଅତିଥି;ସୋସିଆଲ ମିଡ଼ିଆରେ ଜଣାଇଲେ ଗୁଡନ୍ୟୁଜ୍ ଖବର ଓଡିଶା :25/08/2025 Share story: ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆମ ଆଦମୀ ପାର୍ଟି (AAP) ଏମ୍ପି ତଥା ସ୍ବାମୀ ରାଘବ ଚଡ୍ଡା ସହ ସେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛନ୍ତି। ଦମ୍ପତି ଏକ ଗୋଲ କେକର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯାହା ଉପରେ ‘1 + 1 = 3’ ଲେଖାଯାଇଛି ଏବଂ ତା’ ତଳେ ଦୁଇଟି ଛୋଟ ସୁନା ପାଦଚିହ୍ନ ଅଛି। ଉଭୟ ଲେଖିଛନ୍ତି, ଆମର ଛୋଟ ୟୁନିଭର୍ସ ଆସୁଛି… ଅସୀମ ଆଶୀର୍ବାଦ କାମନା। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ଷ୍ଟାରମାନଙ୍କର ଶୁଭେଚ୍ଛା ବାର୍ତ୍ତା ଆସିବା ଆରମ୍ଭ ହୋଇ~ûAQò। ପୋଷ୍ଟରେ ବଲିଉଡ ସେଲିବ୍ରିଟି ଏବଂ ରାଜନୈତିକ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖାଯାଉଛି। ରାଘବ ଚଢା ଏବଂ ପରିଣୀତି ଚୋପ୍ରା ୨୦୨୩ରେ ଡେଟିଂ ଆରମ୍ଭ କରିଥିଲେ, କିନ୍ତୁ ଉଭୟ କେବେବି ସାର୍ବଜନୀନ ଭାବରେ ସେମାନଙ୍କ ସମ୍ପର୍କ ବିଷୟରେ କହି ନ ଥିଲେ। ୨୦୨୩ ମେ ମାସରେ ଉଭୟଙ୍କର ନିର୍ବନ୍ଧ କରିଥିଲେ। ସେମାନେ ସେପ୍ଟେମ୍ବର ୨୦୨୩ରେ ରାଜସ୍ଥାନର ଉଦୟପୁରରେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଗତ କିଛି ମାସ ଧରି ପରିଣୀତିଙ୍କ ଗର୍ଭବତୀ ଥିବାର ଖବର ସାମ୍ନାକୁ ଆସିଥିଲା। ନିକଟରେ, ଦି ଗ୍ରେଟ ଇଣ୍ଡିଆନ କପିଲ ଶୋରେ ରାଘବ କହିଥିଲେ,ସେ ଖୁବଶୀଘ୍ର ଭଲ ଖବର ଦେବେ। ବର୍ତ୍ତମାନ ବିବାହର ଦୁଇ ବର୍ଷ ପରେ ଉଭୟ ପିତାମାତା ହେବାକୁ ଯାଉଛନ୍ତି । ଏହା ତାଙ୍କର ପ୍ରଥମ ସନ୍ତାନ ହେବ । ଅଧିକ ପଢନ୍ତୁ: ଗୋବିନ୍ଦାଙ୍କ ବିରୁଦ୍ଧରେ ପତ୍ନୀ ସୁନୀତା ସଙ୍ଗୀନ ଅଭିଯୋଗ, ଛାଡ଼ପତ୍ର ପାଇଁ ମଧ୍ୟ କରିଛନ୍ତି ଆବେଦନ View this post on Instagram A post shared by @parineetichopra Subhashree Sukla, , 25-08-2025 5:55PM ‘ବୋର୍ଡରେ ଲଗାନ୍ତୁ- ଏଠାରେ ବିକ୍ରି ହୁଏ ସ୍ଵାଦେଶୀ ସାମାନ’, ଟାରିଫ ନେଇ ଟ୍ରମ୍ପଙ୍କୁ ମୋଦୀଙ୍କ ବଡ଼ ସନ୍ଦେଶ Bhakta Samantaray | 27-08-2025 1:54AM ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ସ୍ୱଦେଶୀ ସାମଗ୍ରୀ ଗ୍ରହଣ କରିବାକୁ ଏବଂ 'ମେଡ୍ ଇନ୍ ଇଣ୍ଡିଆ'କୁ ପ୍ରୋତ୍ସାହିତ କରିବାକୁ ଅପିଲ୍ କରିଛନ୍ତି। ଏହାକୁ ସେ କେବଳ ଆର୍ଥିକ ସ୍ୱାବଲମ୍ବନ ନୁହେଁ ବରଂ ଦେଶପ୍ରେମର ଏକ ଅଂଶ ଭାବ Read More > ପୋଷ୍ଟ ଅଫିସ୍ ବମ୍ପର ଯୋଜନା: ଆପଣ ମାତ୍ର ୧୦୦୦ ଟଙ୍କାରେ ନିବେଶ କରି ହୋଇପାରିବେ ଲକ୍ଷପତି; ଜାଣନ୍ତୁ କିପରି ପାଇବେ ଲାଭ Subhashree Sukla | 25-08-2025 7:57PM post-office-td-superhit-scheme-deposit-one-lakh-and-get-rs-123508-with-zero-risk Read More > ଜନ୍ମମାଟି ଲକ୍ଷ୍ନୌରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ୱାଗତ; କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହିତ ସମ୍ବର୍ଦ୍ଧନା ଉତ୍ସବରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ Subhashree Sukla | 25-08-2025 7:40PM lucknow-shubhanshu-shukla-lucknow-visit-live-nagar-nigam-ready-to-welcome-national-hero Read More > ଭାରତ ଉପରେ ବିଭିନ୍ନ କମ୍ପାନୀ ମାନଙ୍କ ନଜର: ଭାରତ ହେବ ଗ୍ଲୋବାଲ ଏଆଇ ହବ୍ Sangeeta Priyadarshini Sahoo | 25-08-2025 5:58PM AIକୁ ନେଇ ବିଶ୍ୱରେ କଡା ଟକ୍କର ଚାଲିଥିବା ବେଳେ ଭାରତ ଏବେ ଧୀର ଧୀରେ ଗ୍ରାଉଣ୍ତ ଜିରୋ ପାଲଟୁଛି । ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନି ଗୁଡ଼ିକ ଲାଗି ଭାରତ ଏବେ ପ୍ରମୁଖ ବଜାର ଭାବେ ଉଭା ହୋଇଛି Read More > ନିଜର ଆୟ ପାଇଁ କାହାର ପରିହାସ କରାଯାଇ ପାରିବ ନାହିଁ, ସମୟ ରୈନାଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍ Bhakta Samantaray | 25-08-2025 2:56PM ନୂଆଦିଲ୍ଲୀ: ନିଜର ଅର୍ଥ ରୋଜଗାର ଉଦ୍ଦେଶ୍ୟରେ କାହାରିକୁ ତାତ୍ସଲ୍ୟ କରିବାର ସ୍ୱାଧୀନତା ଦିଆଯାଇ ପାରିବ ନାହିଁ । ସ୍ପଷ୍ଟ ଶବ୍ଦରେ ଏହା କହିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେବେ ନିଜର ଭାଷଣକୁ ଆପଣ ବ୍ୟବସାୟୀକରଣ କରୁଛନ୍ତି, Read More > ଜଷ୍ଟିସ ଅଫତାବ ଆଲମଙ୍କ କୃପାରୁ ଦୁଇ ବର୍ଷ ଧରି ଚାଲିଲା ମୋର ବେଲ୍ ଉପରେ ଶୁଣାଣି: ଅମିତ ଶାହ Bhakta Samantaray | 25-08-2025 1:37PM ନୂଆଦିଲ୍ଲୀ: ସମ୍ବିଧାନର ୧୩୦ତମ ସଂଶୋଧନକୁ ନେଇ ବିରୋଧୀଙ୍କ ବିରୋଧ ଜାରି କରିଛି । ଏହାକୁ ନେଇ ଅମିତ ଶାହ କଡା ଶବ୍ଦରେ ବିରୋଧୀଙ୍କ ସମାଲୋଚନା କରିଛନ୍ତି । ସୋମବାର ଏକ ସାକ୍ଷାତକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଏହି ସମ୍ବିଧାନ Read More > ପାଠପଢ଼ା ସମୟରେ ଶୋଇପଡ଼ି ବଞ୍ଚିଗଲେ ତନୁଜା, ଭଗ୍ନାବଶେଷ ତଳେ ପୋତି ହୋଇଗଲେ ଭଉଣୀ Lipika Pradhan | 25-08-2025 12:29PM ଉତ୍ତରାଖଣ୍ଡର ଥରାଲିର ସାଗୱାଡା ଗାଁର ୨୦ ବର୍ଷୀୟା କବିତା ବିପର୍ଯ୍ୟୟର ଭଗ୍ନାବଶେଷର ଶିକାର ହୋଇଛନ୍ତି। କବିତା ଯେଉଁ କୋଠରୀରେ ଶୋଇଥିଲେ ତାହା ଭୂସ୍ଖଳନର ଭଗ୍ନାବଶେଷ ତଳେ ସମ୍ପୂର୍ଣ୍ଣ ଦବିଯାଇଛି। Read More > ସୱାଇ ମାଧୋପୁରରେ ଡ୍ୟାମ୍ରୁ ଉଛୁଳିଲା ବନ୍ୟାଜଳ; ମାଟି ଦବିଗଲା ୫୫ ଫୁଟ୍ Lipika Pradhan | 25-08-2025 12:17PM ରାଜସ୍ଥାନର ଅନେକ ଜିଲ୍ଲାରେ ପ୍ରକୃତିର କୋପ ଦେଖିବାକୁ ମିଳୁଛି। ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଛି। Read More > ଭାରତର ବଦାନ୍ୟତା: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଲା Lipika Pradhan | 25-08-2025 11:31AM ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଇ ଚାଲିଛନ୍ତି। Read More > ହଟିଲା ରେଖା ଗୁପ୍ତାଙ୍କ ଜେଡ୍ ସୁରକ୍ଷା Swagatika Sahoo | 25-08-2025 11:15AM ନୂଆଦିଲ୍ଲୀ: ଜନ ଅଭିଯୋଗ ଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ ପରେ ଦିଆଯାଇଥିବା ଜେଡ୍ ସୁରକ୍ଷାକୁ ଅପସାରଣ କରାଯାଇଛି । ଆଜିଠାରୁ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିବେ । ସିଆରପିଏଫ୍ ଆଉ ସୁରକ୍ଷାରେ ନିୟୋଜିତ ହେବେ ନାହିଁ । Read More > ନିକ୍କି ପାୟଲା ହତ୍ୟା ମାମଲା: ତୃତୀୟ ଅଭିଯୁକ୍ତ ହରିୟାଣାରୁ ଗିରଫ Lipika Pradhan | 25-08-2025 11:00AM ନିକି ପାୟଲା ହତ୍ୟା ମାମଲାରେ ତୃତୀୟ ଗିରଫଦାରୀ ହୋଇଛି। ଗ୍ରେଟର ନୋଏଡା ପୋଲିସ ପଳାତକ ରୋହିତ ଭାଟିକୁ ମଧ୍ୟ ଗିରଫ କରିଛି। Read More > ପ୍ରଥମେ ୧୯୭୧ ଗଣହତ୍ୟା ପାଇଁ ଲିଖିତ ଭାବରେ କ୍ଷମା ମାଗନ୍ତୁ: ବାଂଲାଦେଶ Lipika Pradhan | 25-08-2025 10:33AM ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ। Read More > Tweets by Khabar Odisha Recent ୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଆଇଟି ପାର୍କ ପାଇଁ ସରକାର ଦେବେ ପ୍ରୋତ୍ସାହନ ଗମ୍ଭୀର ଜଣେ କପଟି...’, ପୂର୍ବତନ ଭାରତୀୟ କ୍ରିକେଟରଙ୍କ ବୟାନକୁ ନେଇ ହଙ୍ଗାମା ମୀରାବାଇ ଚାନୁଙ୍କ ଦମଦାର ପ୍ରତ୍ୟାବର୍ତ୍ତନ, ରାଜ୍ୟଗୋଷ୍ଠୀ ଚାମ୍ପିଅନଶିପରେ ଜିତିଲେ ଗୋଲ୍ଡ ‘ବୋର୍ଡରେ ଲଗାନ୍ତୁ- ଏଠାରେ ବିକ୍ରି ହୁଏ ସ୍ଵାଦେଶୀ ସାମାନ’, ଟାରିଫ ନେଇ ଟ୍ରମ୍ପଙ୍କୁ ମୋଦୀଙ୍କ ବଡ଼ ସନ୍ଦେଶ ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |