ମାଲକାନଗିରି: ଆଦିବାସୀଙ୍କ ବିକାଶ ସହ ମାଲକାନଗିରି ଜିଲ୍ଲାର ଶିଳ୍ପ ଓ ଶିକ୍ଷା କ୍ଷେତ୍ରକୁ ନୂଆ ଦିଗ ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା, ଜିଲ୍ଲାରେ ଖୁବଶୀଘ୍ର ଶିଳ୍ପ ପ୍ରତିଷ୍ଠା ହେବ ବୋଲି ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଡାଲମିଆ ସିମେଣ୍ଟ ୨ ହଜାର କୋଟି ଟଙ୍କା ଏବଂ ଅମ୍ବୁଜା ସିମେଣ୍ଟ ୨ ହଜାର ୨୦୦ କୋଟି ଟଙ୍କା ନିବେଶ କରିବେ ବୋଲି ସେ କହିଛନ୍ତି ।
Read More >