ନୂଆଦିଲ୍ଲୀ: ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ଆଧାରରେ ସମସ୍ତେ ନିଜକୁ ସାମ୍ବାଦିକ ବୋଲି ଦାବି କରିପାରିବେ । କିନ୍ତୁ ସାମ୍ବାଦିକ ସୁରକ୍ଷା ଯୋଗାଇବା ଆହ୍ୱାନ ପୂର୍ଣ୍ଣ ହୋଇପଡ଼େ । ପ୍ରତି ନାଗରିକ ନିଜକୁ ସାମ୍ବାଦିକ ବୋଲି ଦାବି କଲେ ସମସ୍ୟା ବଢ଼ିବ । କାରଣ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ସକ୍ରିୟ ଥିବା ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ତଥା ପ୍ରକୃତ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Read More >