ୱାଇସ୍ ଆଡମିରାଲ୍ ଅଜୟ କୋଚ୍ଛର (PVSM, AVSM, NM) ଗୁରୁବାର ଦିନ ଭାରତୀୟ ନୌସେନାର ୪୮ତମ ୱାଇସ୍ ଚିଫ୍ ଅଫ୍ ଦି ନେଭାଲ ଷ୍ଟାଫ୍ (VCNS) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସେ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର୍ ମେମୋରିଆଲ୍ ରେ ପହଞ୍ଚି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ପୁଷ୍ପଚକ୍ର ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Read More >