ଆୟକର ବିଭାଗ ଆସେସମେଣ୍ଟ ବର୍ଷ (AY) ୨୦୨୬-୨୭ ପାଇଁ ଇ-ଫାଇଲିଂ ପୋର୍ଟାଲରେ ITR-2 ର ଅନଲାଇନ୍ ଫାଇଲିଂ ବିକଳ୍ପ ଏବଂ ଏକ୍ସେଲ୍ ୟୁଟିଲିଟି (Excel Utility) ଉପଲବ୍ଧ କରିଦେଇଛି। ଯୋଗ୍ୟ କରଦାତାମାନେ ଏବେ ଅନଲାଇନ୍ ପୋର୍ଟାଲ କିମ୍ବା ଅଫଲାଇନ୍ ଏକ୍ସେଲ୍ ୟୁଟିଲିଟି ଜରିଆରେ ନିଜର ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ। ଏହି ଫର୍ମ କ୍ୟାପିଟାଲ ଗେନ୍, ଏକରୁ ଅଧିକ ମକାନ, ୫୦ ଲକ୍ଷ ଟଙ୍କାରୁ ଅଧିକ ଆୟ, ଏନଆରଆଇ (NRI) ଏବଂ ବିଦେଶୀ ସମ୍ପତ୍ତି ରଖୁଥିବା କରଦାତାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
Read More >