କୋଲକାତା: ନିର୍ବାଚନ ଆୟୋଗଙ୍କଠାରୁ ଝଟକା ମିଳିବା ପରେ ମମତା ବାନାର୍ଜୀଙ୍କ କଲିକତା ହାଇକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୋମବାର ଦିନ କଲିକତା ହାଇକୋର୍ଟ ନିଜର ପୂର୍ବ ଆଦେଶକୁ କାଏମ ରଖିଛନ୍ତି । ଦଳ ନାମ ଏବଂ ଚିହ୍ନ ବଦଳିଥିଲେ ମଧ୍ୟ ମମତା ତାଙ୍କ ଦଳର ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । Read More >
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ ମତଦାତା ତାଲିକାରେ ସାମିଲ ହେବା ନେଇ ଦିଲ୍ଲୀର ଏକ ଅଦାଲତ ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିଛନ୍ତି । ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ମାଜିଷ୍ଟ୍ରେଟ୍ ରାୟ ଦେଇ ନ ଥିବା ସେସନ୍ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ କହିଛନ୍ତି । Read More >
ସଫଳତାର କାହାଣୀ ପଛରେ ପ୍ରାୟତଃ ଅଗଣିତ ତ୍ୟାଗ ଏବଂ ସଂଘର୍ଷର ଇତିହାସ ଲୁଚି ରହିଥାଏ। ଆଇଚି-ନାଗୋୟା ଏସିଆନ୍ ଗେମ୍ସ ୨୦୨୬ (Aichi-Nagoya Asian Games 2026) ରେ ରବିବାର ଦିନ ମହିଳାମାନଙ୍କ ୧୦ ମିଟର ଏୟାର ରାଫେଲ୍ ଟିମ୍ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ଦେଇଥିବା ୨୩ ବର୍ଷୀୟା ସୋନମ୍ ମସ୍କରଙ୍କ କାହାଣୀ ମଧ୍ୟ କିଛି ଏହିପରି। ୨୦୨୦ ରେ ଯେତେବେଳେ କୋରୋନା ମହାମାରୀ ସମୟରେ ପୂରା ଦେଶ ବନ୍ଦ ଥିଲା, ସେତେବେଳେ ସୋନମଙ୍କ ବାପା ଉତ୍ତମ୍ ମାରୁତି ମସ୍କରଙ୍କ ମୁମ୍ବାଇର କ୍ଷୀର ଯୋଗାଣ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଗଲା। ବାଧ୍ୟ ହୋଇ ସେମାନଙ୍କୁ ମୁମ୍ବାଇ ଛାଡ଼ି ନିଜ ଗାଁ କୋହ୍ଲାପୁର ଫେରିବାକୁ ପଡ଼ିଲା, ଯେଉଁଠାରେ ସେମାନଙ୍କ ପାଖରେ କେବଳ ଗୋଟିଏ ଜମି ଏବଂ ଗୋଟିଏ ଦୋକାନ ବାକିଥିଲା। Read More >
ବମ୍ବେ: ଆଇଆଇଟି ବମ୍ବେରେ ବିଟେକ୍ ଦ୍ୱିତୀୟ ବର୍ଷ ଛାତ୍ର ସାହିଲ ରବିନ୍ଦ୍ର ୱାକୋଡ଼େଙ୍କ ଆତ୍ମହତ୍ୟା ମାମଲାରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଛାତ୍ର ମୃତ୍ୟୁ ପାଇଁ ଆଇଆଇଟି ବମ୍ବେ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛି । ତତସହିତ ଡିନ୍ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲାଙ୍କ ତତ୍କାଳ ପ୍ରଭାବ ସ୍ୱରୂପ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବାର ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଶିରୀଷ ବି. କେଦାରେ । ତାଙ୍କୁ କେବଳ ଡିନ୍ ପଦରୁ ନିଲମ୍ବିତ କରାଯାଇଥିବା କଲେଜ ସ୍ପଷ୍ଟ କରିଛି । Read More >
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏକାଧିକ ବିଦ୍ୟାଳୟକୁ ବୋମା ଧମକ ମିଳିଛି । “ଦିଲ୍ଲୀ ହେବ ଖାଲିସ୍ତାନ” ଏଭଳି ଲେଖାଥିବା ଧମକପୂର୍ଣ୍ଣ ଇମେଲ୍ ମଧ୍ୟ ଆସିଛି । ଯାହା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । Read More >
ମୌସୁମୀର ଶେଷ ପର୍ଯ୍ୟାୟରେ ପାଗ ପୁଣି ଥରେ ଖରାପ ହେବା ପାଇଁ ପାଣିପାଗ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ଉତ୍ତର ପ୍ରଦେଶ ଏବଂ ବିହାର ସମେତ ୧୪ଟି ରାଜ୍ୟ ପାଇଁ ପ୍ରବଳ ବର୍ଷା ଏବଂ ବଜ୍ରପାତ ସତର୍କତା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୬୦ରୁ ୬୫ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। Read More >
ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ବାଦ ଦିଆଯାଇଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନଙ୍କର ଭୋଟ ଅଧିକାର ଫେରିପାଇବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଆପିଲେଟ୍ ଟ୍ରିବ୍ୟୁନାଲରେ ମାମଲା ସମାଧାନର ବର୍ତ୍ତମାନର ଗତିରେ ସମସ୍ତ ବିଚାରାଧୀନ ଆବେଦନର ନିଷ୍ପତ୍ତି ନେବାକୁ ୧୨ ବର୍ଷରୁ ଅଧିକ (ପ୍ରାୟ ୧୪୬ ମାସ) ସମୟ ଲାଗିପାରେ। Read More >
ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବିତ ତିନି ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ବ୍ୟାଙ୍କ ସତର୍କ କରାଇ ଦେଇଛି ଯେ ଯେକୌଣସି କାର୍ଯ୍ୟ ଯାହା ପାଇଁ ବ୍ୟାଙ୍କ ଶାଖାକୁ ଯିବା କିମ୍ବା କର୍ମଚାରୀଙ୍କ ସିଧାସଳଖ ସହାୟତା ଆବଶ୍ୟକ ତାହା ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସମାପ୍ତ କରିବା ଉଚିତ। Read More >
ନୂଆଦିଲ୍ଲୀ:ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହାମିଦ ଅନସାରୀଙ୍କ ଏକ ମନ୍ତବ୍ୟକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ତୀବ୍ର ବିବାଦ ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ପୁରୁଣା ବୟାନକୁ ଉଦ୍ଧାର କରି ସେ ଦେଶରେ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା ନେ Read More >
ଭୁବନେଶ୍ୱର: ରାଜ୍ୟର ଖଣିଜ ସମ୍ପଦ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ପୁଚରଣ ଣି ଥରେ ମୁଖ୍ୟମନ୍ତ୍ରୀ ମୋହନ Read More >
ନୂଆଦିଲ୍ଲୀ: ଦିଲ୍ଲୀରେ SIR ଅଭିଯାନ ଅଧୀନରେ ପ୍ରାୟ ୩୩.୧୩ ଲକ୍ଷ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି ଚର୍ଚ୍ଚିତ ତାଲିକାରେ ନିର୍ବାଚନ ଆୟୋଗର ସୁଖବୀର ସିଂହ ସଂଧୁ, ବରିଷ୍ଠ ଆଇନଜୀବୀ କପିଲ ସିବଲ, ଭାଜପା ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡବାଣୀ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, Read More >
ସମସ୍ତ ବିଶେଷ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ସହ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ବର୍ଦ୍ଧିଧାରୀ ଅଫିସରମାନେ ଛାଇ ପରି ଚାଲୁଥିବାର ନଜର ଆସନ୍ତି। ସେମାନଙ୍କୁ ଦେଖି ମନରେ ଅନେକ ପ୍ରଶ୍ନ ଉଠେ। ଏହି ସ୍ୱତନ୍ତ୍ର ଅଫିସରମାନଙ୍କୁ ADC ଅର୍ଥାତ୍ 'ଏଡ୍-ଡି-କ୍ୟାମ୍ପ' (Aide-de-Camp) କୁହାଯାଏ। ସାଧାରଣତଃ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଥାଏ ଯେ ଏହି ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପଦବୀରେ କେବଳ ‘ମେଜର୍’ ରାଙ୍କର ସୈନ୍ୟ ଅଫିସର ହିଁ ନିଯୁକ୍ତ ହୋଇପାରିବେ। ସାଧାରଣ ଲୋକଙ୍କୁ ପ୍ରାୟତଃ ଲାଗେ ଯେ ଏହି ପଦବୀ କେବଳ ଏହି ଖାସ୍ ରାଙ୍କ୍ ପାଇଁ ସଂରକ୍ଷିତ। Read More >
ମମତାଙ୍କ ହାଇକୋର୍ଟରୁ ଆଶ୍ୱସ୍ତି, ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟକୁ କରିପାରିବେ ପରିଚାଳନା
ବର୍ଷାରେ ଭାଙ୍ଗିଲା ବିଶ୍ୱକର୍ମା ପୂଜା ଲାଇଟ୍ ତୋରଣ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ସୋନିଆ ଗାନ୍ଧୀଙ୍କୁ ଝଟକା, ମତଦାତା ତାଲିକାରେ ମାମଲାରେ ନିମ୍ନ ଅଦାଲତଙ୍କ ରାୟ ଖାରଜ
ବାପା ଜମି ଓ ଦୋକାନ ବିକି ଦେଇଥିଲେ, ଝିଅ ଏସିଆନ୍ ଗେମ୍ସରେ ମେଡାଲ ଜିତି ଟେକ ରଖିଲା