ପଞ୍ଜାବ ବିଧାନସଭା ନିର୍ବାଚନ: ଅମ୍ରିତସର ରୁ ଲଢିବେ ନବଜୋତ ସିଂ ସିଦ୍ଧୁ
Khabar Odisha:Punjab-Assembly-elections-Nabjot-Singh-Sidhu-to-contest-from-Amritsar
ପଞ୍ଜାବ ,ଜାନୁଆରୀ 15(ଖବର ଓଡ଼ିଶା):

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ୮୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।

Navjot Singh Sidhu blasts AAP's 'Punjab Model', calls Arvind Kejriwal a  'political tourist' | India News | Zee News

ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଧମକୌର ସାହିବ ପାଇଁ ଲଢିବାକୁ ଯାଉଥିବା ବେଳେ ପୁର୍ବ ଅମ୍ରିତସର ରୁ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢିବେ ।

Punjab Assembly polls: Charanjit Singh Channi bats for announcing Congress  CM face before elections ​ | India News | Zee News

ସେହିପରି ମୋଗାରୁ ବଲିଉଡ଼୍ ଅଭିନେତା ସୋନି ସୁଦ୍‌ଙ୍କ ଭଉଣୀ ମାଳବିକା ମଇଦାନ୍ କୁ ଓହ୍ଲାଇଛନ୍ତି । ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

Sonu Sood- রাজনীতির ময়দানে এবার সোনু সুদের বোন, পঞ্জাব নির্বাচনেই শুরু  নয়া ইনিংস | Sonu sood sister malabika sood join politics will fight in  Punjab election bjc

ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଏହି ୫ଟି ରାଜ୍ୟର ମୋଟ ୬୯୦ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।

Odisha State Election Commission may announce rural polls on Dec 27- The  New Indian Express

ସେଗୁଡ଼ିକ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୪୦୩ଟି ଆସନରେ, ପଞ୍ଜାବର ୧୧୭ ଆସନ, ଉତ୍ତରାଖଣ୍ଡର ୭୦ ଆସନ, ମଣିପୁରର ୬୦, ଗୋଆର ୪୦ଟି ଆସନ ରହିଛି ।

  • Tags:

Subscribe

National International State Sports Entertainment