ଅପରେସନ ସିନ୍ଦୂର ପରେ ମାତ୍ର ପାଞ୍ଚ ମାସ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ପାଇଁ ପ୍ରତିରକ୍ଷା ବଜେଟର ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିଛି। ଏହି ବର୍ଷ ପାଇଁ ପୁଞ୍ଜି ଖର୍ଚ୍ଚ ପ୍ରାୟ ୧.୮୦ ଲକ୍ଷ କୋଟି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୯୩,୦୦୦ କୋଟି ବ୍ୟବହାର କରାଯାଇଛି।
Read More >