୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ଯୁବକ ମୃତ । ଦୁଇଜଣ ଯୁବକ ହଠାତ୍ ୧୨୦ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ପଡିଛନ୍ତି । Read More >
ନିର୍ବାଚନ ଡ୍ୟୁଟି କରୁଥିବା ସମୟରେ ହୃଦ୍ଘାତରେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି Read More >
ମତଦାନକେନ୍ଦ୍ର ବାହାରେ ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ ବୃଦ୍ଧ ମହିଳା । ମଙ୍ଗଳବାର ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଦେଶରେ ୧୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୪ ସିଟ ପାଇଁ ମତଦାନ କରାଯାଉଛି । Read More >
ମନୀଷ ସିସୋଦିଆଙ୍କୁ ପୁଣିଥରେ କୋର୍ଟରୁ ଝଟ୍କା ମିଳିଛି। ସିବିଆଇ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ' ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। Read More >
ଆସନ୍ତା ୧୩ ତାରିଖରେ ହାଇଦ୍ରାବାଦରେ ନିର୍ବାଚନ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥିଲାବେଳେ ଗମନାଗମନ ଦିଗରେ ମଧ୍ୟ ମତଦାନ ପାଇଁ ସୁବିଧା ଦିଆଯିବ । Read More >
ବିଜେପିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ଖେଡ଼ା। ବିଜେପି କାର୍ଯ୍ୟାଳୟରେ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରାଧିକା ଖେଡ଼ା। Read More >
ଭାରତୀୟ ସେନାରେ ପ୍ରଥମ ଥର ପାଇଁ ମହିଳା ଅଧିକାରୀ ନୂତନ ଶାଖାରେ ବ୍ରିଗେଡିୟର୍ ହେବେ । ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଅଗଷ୍ଟ-ସେପ୍ଟମ୍ବର ମାସରେ ବ୍ରିଗେଡିୟର୍ ପଦୋନ୍ନତି ନିମନ୍ତେ ପ୍ରମୋଶନ ବୋର୍ଡ ବସିବ । Read More >
ପଦ୍ମ ଧରିଲେ ଲୋକପ୍ରିୟ ଅଭିନେତା ଶେଖର ସୁମନ। ଅଭିନୟ ଦୁନିଆରେ ଦର୍ଶକଙ୍କ ହୃଦୟରେ ଜାଗା କରିଥିବା ସୁମନ ଆଜି ରାଜନୀତିରେ ପାଦ ରଖିଛନ୍ତି। Read More >
ସମୁଦ୍ରରେ ବୁଡ଼ିଗଲେ ୫ଜଣ ଡାକ୍ତରୀ ଛାତ୍ରଛାତ୍ରୀ । ବିବାହରେ ଯୋଗ ଦେବାକୁ ଯାଇଥିଲେ ଛାତ୍ରଛାତ୍ରୀ । ହେଲେ ସମୁଦ୍ରରେ ବୁଡି ଚାଲିଗଲା ଜୀବନ । Read More >
ଜାମ୍ମୁ କାଶ୍ମୀର କୁଲଗାମ ଏନକାଉଣ୍ଚରରେ 3 ଆତଙ୍କବାଦୀ ନିପାତ । ଗତକାଲି ଚାଲିଥିବା ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । Read More >
ଦିଲ୍ଲୀର ଗ୍ରେଟର ନୋଏଡାରେ ଥିବା ଗୈାତମ ବୁଦ୍ଧ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟର ପାଣି ଟାଙ୍କିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଶାଶୁଙ୍କ ସହ ରହୁଥିଲେ । Read More >
ଆମେ ଖାଉଥିବା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଅନେକ ମସଲା ବ୍ୟବହାର କରାଯାଏ କିନ୍ତୁ ବ୍ୟବହୃତ ହେଉଥିବା ଅଧିକାଂଶ ମସଲାକୁ ବିଭିନ୍ନ ସ୍ଥାନରେ ବ୍ୟାନ କରାଯାଇଛି । ସେଥିପାଇଁ ଖାଦ୍ୟରେ ମସଲା ବ୍ୟବହାରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । Read More >
ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !
ଘୋଷାଡ଼ି ନେଲା ଟ୍ରକ୍ : ୨ ମୃତ
ସମ୍ ଫୁଲନଖରା କ୍ୟାମ୍ପସ୍ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ
ସମ୍ ହସ୍ପିଟାଲ୍ ପକ୍ଷରୁ ଆନ୍ତର୍ଜାତିକ ସେବିକା ସପ୍ତାହ ପାଳିତ