ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ବିଦ୍ରୋହୀ ସାଂସଦମାନଙ୍କୁ ନେଇ ସଂସଦୀୟ ରାଜନୀତି ଏବେ ବେଶ୍ ଗରମ ହେବାରେ ଲାଗିଛି। ଏହି ବିଦ୍ରୋହୀ ସାଂସଦମାନେ ଏନସିପିଆଇରେ ସାମିଲ ହେବା ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି, ସେ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କୌଣସି ତରବରିଆ ନିଷ୍ପତ୍ତି ନେବେ ନାହିଁ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି
Read More >