ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପାର୍ବଣ ଋତୁରେ ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼କୁ ଡିଭିଜନାଲ, ଜୋନାଲ ଏବଂ ରେଳ ବୋର୍ଡ ସ୍ତରରେ ତଦାରଖ କରାଯାଉଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ବୈଷ୍ଣବ କହିଛନ୍ତି ଯେ ସମସ୍ତ ଡିଭିଜନ ଏବଂ ଜୋନ୍ ସିସି ଟିଭି କ୍ୟାମେରା ବ୍ୟବହାର କରି ଷ୍ଟେସନରେ ଯାତ୍ରୀଙ୍କ ଆଗମନ ଉପରେ ନଜର ରଖୁଛନ୍ତି।
Read More >