୨୫ ବର୍ଷ ପରେ ଭାରତ ଫେରିଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣି, ଭିଡିଓ ଜାରି କରି ହେଲେ ଭାବବିହ୍ୱଳ: ଫ୍ୟାନ୍ସ କହିଲେ ଏବେ ବି କମିନି ଚେହେରାରୁ ଚମକ Khabar Odisha :04/12/2024 Share story: ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ଭାରତ ଫେରିଛନ୍ତି । ଦୀର୍ଘ ୨୪ ବର୍ଷ ବିଦେଶରେ କାଟିବା ପରେ ଏବେ ନିଜ ଦେଶକୁ ଫେରିଛନ୍ତି ଏହି ଅଭିନେତ୍ରୀ । ନିଜ ଇନଷ୍ଟ୍ରାଗ୍ରାମରେ ସେ ଏନେଇ ଭିଡିଓ ଜାରି କରି ସ୍ୱଦେଶ ଫେରିଆସିବା ଖବର ନିଜ ଫ୍ୟାନ୍ସକୁ ଜଣାଇଛନ୍ତି । ତେବେ ସେ ଭିଡିଓରେ ଭାବୁକ ହେବାର ଦେଖିବାକୁ ମିଳିଛି । ଭିଡିଓରେ ମମତା କହିଛନ୍ତି, ୨୦୦୦ ମସିହାରେ ସେ ଭାରତ ଛାଡିଥିଲେ । ଏବେ ୨୪ ବର୍ଷ ପରେ ସେ ଏଠାକୁ ଆସିଛନ୍ତି । ଏହାରି ଭିତରେ ଦେଶରେ ଅନେକ କିଛି ବଦଳିଛି । ଅନେକ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି । ନିଜ ଦେଶଠୁ ଏତେ ବର୍ଷ ବାହାରେ ରହିବା ପରେ ଏବେ ଭାରତ ଫେରିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ସେପଟେ ମମତାଙ୍କ ଫେରିଆସିବା ଖବର ଶୁଣିବା ପରେ ଫ୍ୟାନ୍ସ ମାନେ ଖୁସି ହୋଇଛନ୍ତି । ଏତେ ବର୍ଷ ପରେ ବି ତାଙ୍କ ଚେହେରାର ଚମକ କମିନଥିବ କହିଛନ୍ତି । ମମତା କୁଲକର୍ଣ୍ଣି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ । ‘ରାମ ଲଖନ’, ‘ୱତ୍ ହମାରା ହେ’, ‘କାନ୍ତିବିର’, ‘କରନ-ଅଜ୍ଜୁନ’, ‘ସବସେ୍ ବଡା ଖିଲାଡି’, ‘ଆନ୍ଦୋଳନ’ ଓ ‘ବାଜି’ ଭଳି ଅନେକ ସୁପରହିଟ୍ ସିନେମା ସେ ବଲିଉଡକୁ ଭେଟିଦେଇଛନ୍ତି । ଶେଷ ଥର ପାଇଁ ତାଙ୍କ ଅଭିନିତ ଫିଲ୍ମ ୨୦୦୨ରେ ବଲିଉଡରେ ରିଲିଜ ହୋଇଥିଲା । ଅଧିକ ପଢନ୍ତୁ: ଚରମ ସୀମାରେ ‘ପୁଷ୍ପା-୨’ର କ୍ରେଜ, ପ୍ରଥମ ଦିନରେ ବକ୍ସଅଫିସ କଲେକ୍ସନ ୩୦୦ କୋଟି ଛୁଇଁପାରେ View this post on Instagram A post shared by Mamta Kulkarni 🔵 (@mamtakulkarniofficial____) Subhashree Sukla, , 04-12-2024 8:46AM ଯୁଦ୍ଧ କାରଣରୁ ଭଡା ବୃଦ୍ଧି କଲା ଇଣ୍ଡିଗୋ, ଆଜି ରାତି ୧୨ଟାରୁ ଲାଗୁ ହେବ ନୂଆ ଦର Bhakta Samantaray | 13-03-2026 9:32PM ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତର ସର୍ବବୃହତ ବିମାନ କମ୍ପାନୀ, ଇଣ୍ଡିଗୋ ବିମାନ ଟିକେଟ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଯୁଦ୍ଧ ଯୋଗୁଁ Read More > ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୨ତମ କିସ୍ତି: ୯.୩୨ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା Swagatika Sahoo | 13-03-2026 6:56PM ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟୀରେ ଏକ କାର୍ୟ୍ୟକ୍ରମ ସମୟରେ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଲେଖାଏଁ ବଣ୍ଟନ କରିଛନ୍ତି । ଏହା ଦ୍ୱାରା ୯ କୋଟି ୩୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। Read More > ପେଟ୍ରୋଲିୟମ ମନ୍ତ୍ରାଳୟର ପରାମର୍ଶ: ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ଗ୍ୟାସ କିଣନ୍ତୁ ନାହିଁ Swagatika Sahoo | 13-03-2026 6:27PM ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତୀୟଙ୍କ ମଧ୍ୟରେ ଇନ୍ଧନ ଗ୍ୟାସ୍ ଏବଂ ତୈଳ ପାଇଁ ଚିନ୍ତା ବଢ଼ିଛି । ଏହାରି ମଧ୍ୟରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର ବଡ଼ ବୟାନ ଆସିଛି । ଭାରତ ପାଖରେ ପ୍ରଚୁର ପରିମାଣରେ ପ୍ରାକୃତିକ ଗ୍ୟାସ ରହିଛି । ତେଣୁ ହଡ଼ବଡ଼ ହୋଇ ତରବରିଆଭାବେ ଗ୍ୟାସ ନ କିଣିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ବିଭାଗ ଯୁଗ୍ମ ସଚିବ ସୁଜାତା ଶର୍ମା । Read More > ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହଟାଇବାକୁ ସଂସଦରେ ପ୍ରସ୍ତାବ, ୧୯୩ ବିରୋଧୀ ସାଂସଦ ଏକାଠି Swagatika Sahoo | 13-03-2026 3:33PM ନୂଆଦିଲ୍ଲୀ: ଜାତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞନେଶ କୁମାରଙ୍କୁ ପଦରୁ ହଟାଇବାକୁ ବିରୋଧୀ ଦଳ ସଂସଦରେ ପ୍ରସ୍ତାବ ଆଗତ କରିଛି । ମୋଟ ୧୯୩ ଜଣ ବିରୋଧୀ ସାଂସଦ ସଂସଦର ଉଭୟ ଗୃହରେ ପୃଥକ ପୃଥକ ପ୍ରସ୍ତାବ ଦାଖଲ କରିଛନ୍ତି । Read More > ଦିଲ୍ଲୀରେ ଅଗ୍ନିକାଣ୍ଡ: ୬୭ ଦିନରେ ୧୫ ଜଣଙ୍କର ମୃତ୍ୟୁ, ୯୩ ଜଣ ଆହତ Lipika Pradhan | 13-03-2026 12:01PM ଜାତୀୟ ରାଜଧାନୀରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଅଗ୍ନିକାଣ୍ଡ ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଦିଲ୍ଲୀ ଅଗ୍ନିଶମ ସେବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ Read More > ଦୂର ହେବେ ରନ୍ଧନ ଗ୍ୟାସ୍ ଅଭାବ; LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୦ହଜାର ଲିଟର କିରୋସିନ୍ Subhashree Sukla | 13-03-2026 11:57AM centre-eases-kerosene-lpg-rules-to-tackle-shortage-diversifies-fuel-imports Read More > ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀରେ ଅପମିଶ୍ରିତ କ୍ଷୀର ପିଇ ୧୩ ମୃତ, ୧୧ ଜଣ ଗୁରୁତର Lipika Pradhan | 13-03-2026 10:32AM ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଅପମିଶ୍ରିତ କ୍ଷୀର ପିଇ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ଏହି ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି ଯେ ଫେବ୍ରୁଆରୀ ୨୨ ତାରିଖରେ କ୍ଷୀର ରୋଗରେ ପୀଡିତ ଲୋକଙ୍କ ମାମଲା ରିପୋର୍ଟ କରାଯାଇଥିଲା। Read More > ବାଂଲାଦେଶରେ ବିପୁଳ ବିଜୟ ପରେ ଭାରତକୁ ପ୍ରଥମ ପ୍ରତିକ୍ରିୟା ଦେଲା ବିଏନପି Lipika Pradhan | 13-03-2026 9:36AM ବାଂଲାଦେଶ ନିର୍ବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅଙ୍କ ନେତୃତ୍ୱରେ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ତାରିକ ରହମାନ ଏକ ବଡ଼ ବିଜୟ ହାସଲ କରିଛନ୍ତି। Read More > ଏଲପିଜି ଯୋଗାଣ ନେଇ ସରକାର ସତର୍କ: ବୁକିଂର ୨୪ ଘଣ୍ଟା ମଧ୍ୟରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବାକୁ ନିର୍ଦ୍ଦେଶ Lipika Pradhan | 13-03-2026 8:50AM ରନ୍ଧନ ଗ୍ୟାସ ସିଲିଣ୍ଡର ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଗୁଜବ ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ମଧ୍ୟପ୍ରଦେଶ ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଘରୋଇ ଗ୍ୟାସର କୌଣସି ଅଭାବ ନାହିଁ। ସରକାର ଦାବି କରୁଛନ୍ତି ଯେ ବୁକିଂର ୨୪ ଘଣ୍ଟା ମଧ୍ୟରେ ଗ୍ରାହକମାନଙ୍କୁ ସିଲିଣ୍ଡର ଉପଲବ୍ଧ କରାଯିବ। Read More > ଓଡ଼ିଶା ସମେତ ୧୪ଟି ରାଜ୍ୟରେ ବଜ୍ରପାତ, ବର୍ଷା ସତର୍କତା ଜାରି, ୫୦କିମି ବେଗରେ ବହିବ ପବନ Lipika Pradhan | 13-03-2026 8:24AM ପାଗ ପୁଣି ଥରେ ପରିବର୍ତ୍ତନ ଆସିଛି। ଆଇଏମଡି ଏକ ସତର୍କତା ଜାରି କରିଛି ଯେ ପଶ୍ଚିମ ଭାରତର ଅନେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଉତ୍ତର-ପୂର୍ବ ଏବଂ ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଜାରି ରହିବ। Read More > ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ ଖୋଜାଯିବା ଉଚିତ: ପ୍ରଧାନମନ୍ତ୍ରୀ ମୋଦୀ Lipika Pradhan | 13-03-2026 7:22AM ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମ ‘ଇନଷ୍ଟାଗ୍ରାମ’ରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୁଁ ଗମ୍ଭୀର ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ Read More > ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ଲାଣ୍ଟରେ ଗୁଳି କାଣ୍ଡ, ଜିଏମ୍ ଏବଂ ଏଜିଏମଙ୍କୁ ହତ୍ୟା Swagatika Sahoo | 12-03-2026 6:58PM ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବନ୍ଦାୟୁରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ପ୍ଲାଣ୍ଟ ଭିତରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ ହୋଇଛି । ଏଚପି ଇଥାନଲ୍ ପ୍ଲାଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ଗୁପ୍ତା ଏବଂ ସହ ପରିଚାଳନା ନିର୍ଦ୍ଦେଶକ ହର୍ଷିତ ମିଶ୍ରାଙ୍କ ଉପରେ ଗୁଳି ମାଡ଼ ହୋଇଛି । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । Read More > Tweets by Khabar Odisha Recent ଯୁଦ୍ଧ କାରଣରୁ ଭଡା ବୃଦ୍ଧି କଲା ଇଣ୍ଡିଗୋ, ଆଜି ରାତି ୧୨ଟାରୁ ଲାଗୁ ହେବ ନୂଆ ଦର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୨ତମ କିସ୍ତି: ୯.୩୨ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା ପେଟ୍ରୋଲିୟମ ମନ୍ତ୍ରାଳୟର ପରାମର୍ଶ: ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ଗ୍ୟାସ କିଣନ୍ତୁ ନାହିଁ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍; ସାରା ରାତି ମାରପିଟ୍ କରିବା ସହ ଲୁଟିନେଲେ ଟଙ୍କା ଓ ସୁନାଗହଣା ଭିଡିଓ ଘଣ୍ଟାକରେ ୩୧୦ ମାଟି ଗ୍ଲାସ୍ ଗଢ଼ି କଲେ ୱାର୍ଲଡ ରେକର୍ଡ଼ କଲେ ସେବକ | Bargarh | Khabar Odisha