ଉତ୍ତର ପ୍ରଦେଶରୁ ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କାନପୁରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ୍ ନିକଟରେ ତାଲିମ ବିମାନ କ୍ରାସ୍ ହୋଇଯାଇଛି।
ଉତ୍ତର ପ୍ରଦେଶରୁ ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କାନପୁରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ୍ ନିକଟରେ ତାଲିମ ବିମାନ କ୍ରାସ୍ ହୋଇଛି। ଏହି ଦୁର୍ଘଟଣାରେ ଉଭୟ ପାଇଲଟ୍ ଗୁରୁତର ଆହତ ହୋଇଥିବା କୁହାଯାଉଛି।