ଆଉ ମାତ୍ର କିଛି ସମୟର ଅପେକ୍ଷା । ରାତି ପାହିଲେ ଦିଲ୍ଲୀବାସୀ ବାଛିବେ ସରକାର । ଏଥର ଦିଲ୍ଲୀରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଶେଷ ଅଫର ଘୋଷଣା ହୋଇଛି । ନିର୍ବାଚନରେ ଯେଭଳି ଶତ ପ୍ରତିଶତ ଭୋଟିଂ ହେବ ସେନେଇ ବଡ଼ ଘୋଷଣା କରାଯାଇଛି । ଭୋଟଦାତା ମାନଙ୍କୁ ହୋଟେଲ, ମଲ, ରେସ୍ତୋରାଁରେ ମିଳିବ ୫୦ ପ୍ରତିଶତ ରିହାତି ସୁବିଧା ।
Read More >