ନୂଆଦିଲ୍ଲୀ: ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ଦେଖାଦେଇଛି । କେନ୍ଦ୍ର ସଂଖ୍ୟା ଲଘୁ ଏବଂ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପଦରୁ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି । ପ୍ରଥମ କେନ୍ଦ୍ର ମନ୍ତ୍ରୀ ଭାବରେ ସେ ଇସ୍ତଫା ଦେଇଛନ୍ତି
Read More >