ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ଅଞ୍ଚଳରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ରାଉଲଗାଓଁ ସ୍ଥିତ ଏସବିଏଲ ଏନର୍ଜି ଲିମିଟେଡ୍ ନାମକ ବିସ୍ଫୋରକ Read More >
ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି। ନକ୍ସଲ ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ଯବାନମାନେ ଏକ ନକ୍ସଲ ଗୁପ୍ତ ଧନ ଆବିଷ୍କାର କରିଛନ୍ତି। ଆତ୍ମସମର୍ପଣକାରୀ ନକ୍ସଲଙ୍କଠାରୁ ସୂଚନା ଆଧାରରେ ସୈନିକମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନେ ୪୬ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। Read More >
ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ଏବଂ ଇରାନର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ ଶନିବାର ଅନ୍ତର୍ଜାତୀୟ ବିମାନ ଚଳାଚଳ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅଲ୍ ମାକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ କରିଦିଆଯାଇଥିଲା। Read More >
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଗସ୍ତରେ ତାମିଲନାଡୁ ଏବଂ ପୁଡୁଚେରୀ ଯିବେ। ସେଠାରେ ସେ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସହିତ ଜଡିତ ୭,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। Read More >
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଦୁଇ ଦେଶ ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପାଇଁ ଏୟାର ଇଣ୍ଡିଆର ତାର ସମସ୍ତ ଉଡ଼ାଣକୁ ବାତିଲ କରିଛି । ଯାତ୍ରୀ ଏବଂ କ୍ର୍ୟୁ ସଦସ୍ୟଙ୍କ ସୁରକ୍ଷା ପାଇଁ ଏୟାର ଇଣ୍ଡିଆ ଏହି ନିଷ୍ପତ୍ତି ନେଇଛି । Read More >
Iran-Israel war will have a big impact on India; crude oil prices will increase, stock market may down Read More >
ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ସମୟରେ ହୋଇଥିବା ପ୍ରତିବାଦ ଘଟଣାରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟଭାନୁ ଚିବଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଦିଲ୍ଲୀ ପୋଲିସ ଆବେଦନ କରିଥିବା ରିମାଣ୍ଡ ଯାଚିକାକୁ କୋର୍ଟ ଖାରଜ କରିଛନ୍ତି । Read More >
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର କାକିନାଡ଼ା ଜିଲ୍ଲାରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଚି । ଆହୁରି ଏକାଧିକ ଗୁରୁତର ଆହତ ହୋଇଛନ୍ତି । Read More >
ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକଙ୍କ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଅଦାଲତ ୨୫ ହଜାର କୋଟିର ଦୁର୍ନୀତି ମାମଲାରେ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଅଦାଲତ ମୁମ୍ବାଇ ପୋଲିସର ଆର୍ଥିକ ଅପରାଧି ଶାଖା(ଇଓଡବ୍ଲ୍ୟୁ) ଦ୍ୱାରା ଦାୟର ଦୁଇଟି କ୍ଲୋଜର ରିପୋର୍ଟକୁ Read More >
ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ଚିତା ଇତିହାସର ଆଉ ଏକ ପୃଷ୍ଠା ଲେଖିଛି। ବୋଟସୱାନାରୁ ୧୨ ଘଣ୍ଟାର ଉଡ଼ାଣ ପରେ ନଅଟି ନୂତନ ଚିତା ଭାରତରେ ପହଞ୍ଚିଥିଲେ ଏବଂ Read More >
ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିବା ହିଂସାତ୍ମକ ଯୁବ ବିପ୍ଳବ ପରେ ମାର୍ଚ୍ଚ ୫ ତାରିଖରେ ନେପାଳରେ ପ୍ରଥମ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ନେପାଳରେ ‘ଜେନ୍ ଜି’ ବିପ୍ଳବ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କମ୍ୟୁନିଷ୍ଟ ସରକାରଙ୍କୁ ଗାଦିଚ୍ୟୁତ କରିଥିଲା। ଏହି ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ତାଙ୍କ ଏବଂ କାଠମାଣ୍ଡୁର ପୂର୍ବତନ ମେୟର ଏବଂ ଜାତୀୟ ସ୍ୱାଧୀନତା ଦଳର ଯୁବ ଚେହେରା ବାଲେନ୍ଦ୍ର ଶାହଙ୍କ ମଧ୍ୟରେ। Read More >
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଡ୍ରାଫ୍ଟ ଚୂଡ଼ାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଉଭୟ ପକ୍ଷ ପରସ୍ପରକୁ ସର୍ବାଧିକ ପସନ୍ଦିତ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିବେ। ଏହାର ଅର୍ଥ ହେଉଛି ଉଭୟ ପକ୍ଷ ବିଶ୍ୱ ବାଣିଜ୍ୟ ସଂଗଠନ ନିୟମ ଦ୍ୱାରା ଆବଦ୍ଧ ହେବେ ଏବଂ ବିଶ୍ୱ ମାନଦଣ୍ଡ ବାହାରେ କୌଣସି ନୂତନ ରପ୍ତାନି-ଆମଦାନୀ ପ୍ରତିବନ୍ଧକ ଲଗାଇପାରିବେ ନାହିଁ। Read More >
କିଏ ଏହି ଆରାଫି, ଯାହାଙ୍କୁ ଖାମେନିଙ୍କ ମୃତ୍ୟୁ ପରେ କରାଗଲା ସୁପ୍ରିମ ଲିଡର
ଇରାନରେ ଶାସନ ବଦଳାଇବ ନାହିଁ ଆମେରିକା, ଖାମେନିଙ୍କ ମୃତ୍ୟୁ ପରେ ବଦଳିଲା ଯୋଜନା, ଏ ହେଉଛି କାରଣ
ଇରାନର ରାଜଧାନୀ ତେହରାନରେ ଅନେକ ବିସ୍ଫୋରଣ, ଇସ୍ରାଏଲ କହିଲା- ସହରର କେନ୍ଦ୍ରରେ କରୁଛୁ ଟାର୍ଗେଟ୍
ନାଗପୁରରେ ଡେଟୋନେଟର ତିଆରି କମ୍ପାନିରେ ବିସ୍ଫୋରଣ, ୧୭ କର୍ମଚାରୀଙ୍କ ମୃତ; ୧୮ ଆହତ