ୟୁନିୟନ ବଜେଟ୍ ୨୦୨୩; ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?
Khabar Odisha:Finance-Minister-Nirmala-Sitharaman-presents-Union-Budget-2023-24
ଖବର ଓଡିଶା : 01/02/2023

 ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ନଜର ପକେଇବା କଣ ଶସ୍ତା ହେବ ଆଉ କଣ ହେବ ମହଙ୍ଗା ?

ଶସ୍ତା ହେବ : 

-ସ୍ୱଦେଶୀ ମୋବାଇଲ

-ଇଲେକ୍ଟ୍ରି ଯାନ

-କ୍ୟାମେରା ଲେନ୍ସ

-ଖେଳନା 

-ସାଇକେଲ

-ଅଟୋମୋବାଇଲ୍

-ଷ୍ଟିଲ 

-ଟିଭି 

-ବାୟୋଗ୍ୟାସ 

ମହଙ୍ଗା ହେବ : 

-ସ୍ୱଦେଶୀ କିଚେନ ଚିମିନୀ

-ସୁନା

-ରୁପା

-ପ୍ଲାଟିନମ୍ 

-ଇମ୍ପୋଟେଡ୍ ଡୋର

-ସିଗାରେଟ

-ପୋଷାକ 

-ହେଡ଼ଫୋନ 

Subscribe

National International State Sports Entertainment