ମଙ୍ଗଳବାର ମୁମ୍ବାଇର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ସ୍କୁଟରରେ ଦୁଇଜଣ ଟ୍ରାଫିକ୍ ପୋଲିସ ଯାଉଥିବା ବେଳେ ଜଣେ ଛାତ୍ର ସେମାନଙ୍କୁ ପିଛା କରିଥିଲା । ଛାତ୍ରଟିର ଅଭିଯୋଗ ହେଉଛି ଦୁଇ ଜଣ ଟ୍ରାଫିକ୍ ପୋଲିସ ନମ୍ବର ପ୍ଲେଟ ଲିଭିଯାଇଥିବା ଗୋଟିଏ ସ୍କୁଟିରେ ବିନା ହେଲମେଟର ଯାଉଛନ୍ତି ।
Read More >